ଭାରତୀ ଏହାର ଅର୍ଥ ଗୁଣି, ବିଜୟୀ । ଏହା ଦେବୀ ସରସ୍ୱତୀଙ୍କ ଅନ୍ୟ ଏକ ନାମ।
ଗାୟତ୍ରୀ ଏହାର ଅର୍ଥ ବେଦଙ୍କ ଦେବୀ ଏବଂ ଏହା ସରସ୍ଵତୀଙ୍କୁ ସମର୍ପିତ ଏକ ପବିତ୍ର ମନ୍ତ୍ରର ନାମ ।
ମେଧା ଏହାର ଅର୍ଥ ବୁଦ୍ଧି ଏବଂ ଏହା ଜ୍ଞାନ ଓ ଅନ୍ତର୍ଦ୍ଦିଷ୍ଟ ଦେବୀଙ୍କ ପ୍ରତୀକ।
ସାରିକା ଏହାର ଅର୍ଥ ପକ୍ଷୀ କିମ୍ୱା ସୂର୍ଯ୍ୟ ଏଵଂ ଏ ହେଉଛନ୍ତି ହଂସ ବାହିନୀ ମାତା ସରସ୍ୱତୀଙ୍କ ଏକ ନାମ
ଶ୍ରୁତି ଏହାର ଅର୍ଥ ଶୁଣିବା କିମ୍ୱା ଶାସ୍ତ୍ର ଏଵଂ ଏହା ଧ୍ଵନି ଓ ମାତା ସରସ୍ୱତୀଙ୍କୁ ଦର୍ଶାଇଥାଏ।
ବାଣୀ ଏହା ବାଣୀଙ୍କ ଦେବୀ ଭାବରେ ସରସ୍ଵତୀଙ୍କ ଏକ ନାମ
ବେଦିକା ଏହାର ଅର୍ଥ ଚେତନା ବା ବେଦୀ ଏବଂ ଏହା ଆଧ୍ୟାତ୍ମିକ ଓ ଆତ୍ମଜ୍ଞାନର ଦେବୀ ସରସ୍ଵତୀଙ୍କ ନାମ।
ବିଦ୍ୟା ଏହାର ଅର୍ଥ ଜ୍ଞାନ ବା ଶିଖିବା। ଶିକ୍ଷାର ଦେବୀଙ୍କ ରୂପରେ ସରସ୍ୱତୀଙ୍କୁ ବିବେଚନା କରାଯାଏ।