Famous Shiva Temple in Odisha: ଶ୍ରାବଣ ମାସରେ ଛୁଟି ଆସନ୍ତି ବୋଲବମ ଭକ୍ତ

Jul 2, 2023, 05:25 PM IST

Soubhagya Mishra

ବାବା ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରତିବର୍ଷ ଲକ୍ଷାଧିକ ବୋଲବମ ଭକ୍ତଙ୍କ ସମାଗମ ହୋଇଥାଏ

ଭଦ୍ରକ ଆରଡି ପୀଠରେ ମଧ୍ୟ ବୋଲବମ୍ ଭକ୍ତଙ୍କର ପ୍ରବଳ ଭିଡ ଲାଗିଥାଏ

ବାଲେଶ୍ୱର ଜିଲ୍ଲାର ପଞ୍ଚଲିଙ୍ଗେଶ୍ୱରକୁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଯାଜପୁର ବରୁଣେଶ୍ୱର ପୀଠରେ ଜଳାଭିଷେକ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି

ଆଠଗଡ଼ ଧବଳେଶ୍ୱର ପୀଠର ସ୍ୱତନ୍ତ୍ର ମହାନତା କାରଣରୁ ଜିଲ୍ଲା ବାହାରୁ ଛୁଟି ଆସନ୍ତି ଭକ୍ତ

ବୋଲବମ ଭକ୍ତମାନେ ଶରଣକୂଳ ଲଡୁ ବାବାଙ୍କ ମନ୍ଦିରରେ ଜଳାଭିଷେକ କରିବାକୁ ମାନସିକ ରଖିଥାନ୍ତି

ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠରେ ଶ୍ରାବଣ ମାସରେ ପ୍ରବଳ ଭିଡ ଦେଖିବାକୁ ମିଳେ

ରାଉରକେଲା ବେଦବ୍ୟାସ ନିକଟ ବ୍ରାହ୍ମଣୀ ନଦୀରୁ ଜଳ ଆଣି ଜଳାଭିଷେକ କରନ୍ତି ଭକ୍ତ

ପୁରୀ ଲୋକନାଥ ପୀଠରେ ଜଳାଭିଷେକ କରିବାକୁ ଭିଡ ଲଗାଇଥାନ୍ତି ଲକ୍ଷାଧିକ ଭକ୍ତ 

 ୧୩ ଶହ ୫୨ ପାହାଚ ଅତିକ୍ରମ କରି ଭକ୍ତମାନେ ଢେଙ୍କାନାଳ ସ୍ଥିତ କପିଳାଶ ପୀଠରେ ଜଳାଭିଷେକ କରିଥାନ୍ତି