ଏହି ୭ଟି ଜିନିଷ ଘରେ ରଖିଲେ ଉପୁଜିଥାଏ ସମସ୍ୟା, ଭାଙ୍ଗିଯାଏ ପରିବାର!

Jun 10, 2025, 07:33 PM IST

Priyambada Rana

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରଖାଯାଇଥିବା କିଛି ଜିନିଷ ଜୀବନରେ ନକାରାତ୍ମକ ଶକ୍ତି ଆଣିପାରେ

ଭଙ୍ଗା ମୂର୍ତ୍ତି ଘର ପାଇଁ ଅଶୁଭ ଅଟେ।

ଘରେ ଶୁଖିଲା ଗଛ ରହିବା ଠିକ୍ ନୁହେଁ।

ବାସ୍ତୁ ଶାସ୍ତ୍ର ଅନୁସାରେ ବନ୍ଦ ହୋଇ ଯାଇଥିବା ଘଣ୍ଟା ରଖିବା ଅଶୁଭ ଅଟେ।

କଣ୍ଟା ଥିବା ଗଛ ଘରେ ରଖିବା ମଧ୍ୟ ଅଶୁଭ ଧରାଯାଏ।

ଭଙ୍ଗା ଇଲେକ୍ଟ୍ରୋନିକ୍ ଜିନିଷ ଘରେ ରଖିବା ଅଶୁଭ।

ମହାଭାରତ ଯୁଦ୍ଧର ଫଟୋ ଘରେ ରଖିବା ଅଶୁଭ।

ପୁରୁଣା ବା ଛିଣ୍ଡା ଜୋତା ଘରେ ରଖିବା ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭ।

ଘରେ ପାରା ବସା ରଖିବା ଅଶୁଭ।

ମୁକେଶ ଅମ୍ବାନୀ ସାଧାରଣତଃ ଶାକାହାରୀ, ଭାତ, ଡାଲି ଓ ରୁଟି ତାଙ୍କର ପ୍ରିୟ ଖାଦ୍ୟ।