ତେବେ କଥାରେ ଅଛି, ଘରର ପ୍ରତିଟି ଜିନିଷ ନିଜ ସ୍ଥାନ ଅନୁସାରେ ରଖିବା କଥା
ଯଦି ନ ରଖାଯାଏ ତେବେ ଭବିଷ୍ୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡି଼ଥାଏ
ତେଣୁ ଆଜି ଆସନ୍ତୁ ଜାଣିବା ଘରେ ନିଜର ଆଲମୀରାକୁ କେଉଁ ଦିଗରେ ରଖିବା ଜରୁରୀ
ତେବେ ଯଦି ବେଡରୁମକୁ ଲାଗିକି ଆଲମୀରା ରଖିବାକୁ ଚାହୁଁଛନ୍ତି ତେବେ ସେ ଭୁଲ କେବେ ବି କରନ୍ତୁ ନାହିଁ
ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ