ବିସିସିଆଇ ପ୍ରଥମେ ତାଙ୍କୁ ଇଞ୍ଜେକ୍ସନ ଦେଇ ମ୍ୟାଚରେ ଖେଳାଇବାକୁ ଚାହୁଁଥିଲା
ଯେହେତୁ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି
ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କୁ ଋକଭରି ପାଇଁ ପୂର୍ଣ୍ଣ ସମୟ ଦେବାକୁ ପଡିବ
ବାଂଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା
ଆଘାତ ଏତେ ଗୁରୁତର ଥିଲା ଯେ ପାଣ୍ଡ୍ୟାଙ୍କୁ ତୁରନ୍ତ ପଡ଼ିଆ ଛାଡିବାକୁ ପଡିଥିଲା
ହାର୍ଦ୍ଦିକଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ଅଶ୍ୱିନଙ୍କ ଖେଳିବା ନିଶ୍ଚିତ ବୋଲି ମାନାଯାଏ
ଅଶ୍ୱିନଙ୍କ ଏଣ୍ଟ୍ରି ଯୋଗୁଁ ସିରାଜ କିମ୍ବା ଶାମିଙ୍କୁ ବସିବାକୁ ପଡିପାରେ
ଶେଷ ମ୍ୟାଚରେ ଶାମି ୫ଟି ୱିକେଟ୍ ନେଇଥିଲେ