ସେହିପରି ହାର୍ଦ୍ଧିକ ପାଣ୍ତିଆଙ୍କୁ ଉପ-ଅଧିନାୟକ ଦାୟିତ୍ବ ମିଳିଛି।
ଦଳରେ ତିଲକ ବର୍ମାଙ୍କୁ ସ୍ଥାନ ଦିଆଯାଇଛି ।
ଶ୍ରେୟସ ଅୟର ଓ କେ.ଏଲ ରାହୁଲ ମଧ୍ଯ ଦଳକୁ ଫେରିଛନ୍ତି।
ଯୁଜବେନ୍ଦ୍ର ଚହଲଙ୍କୁ ମଧ୍ଯ ଏସିଆ କପ ପାଇଁ ଦଳରେ ସାମିଲ କରାଯାଇଛି ।
ଦଳର ଟପ ଅର୍ଡ଼ର ବ୍ୟାଟ୍ସମ୍ୟାନ ଭାବେ ରୋହିତ ଶର୍ମା, ବିରାଟ କୋହଲି, ଶୁଭମନ ଗିଲ୍ ଓ ଇଶାନ୍ କିଷନ ରହିବେ ।
ସେହିପରି ଦ୍ରୁତ ବୋଲର ଭାବେ ଜୟପ୍ରୀତ ବୁମରା, ମହମ୍ମଦ ଶାମୀ ଓ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି ।
ଅଲରାଉଣ୍ତର ଭାବେ ଦଳ ହାର୍ଦ୍ଧିକ ପାଣ୍ତିଆ, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଟିମରେ ସାମିଲ କରିଛି।