ସେ ନିଜର ପ୍ରଥମ ମ୍ୟାଚରେ ମାତ୍ର ୧ ରନ୍ ସଂଗ୍ରହ କରିଥିଲେ ।
ଏହାପରେ ଖେଳାଳି କେବେ ପଛକୁ ଫେରି ଚାହିଁନାହଁନ୍ତି ।
ବେଷ୍ଟ କ୍ରିକେଟର ସହ ସେହ୍ବାଗ ଜଣେ ଭଲ ଓପନର ଭାବେ ମଧ୍ୟ ପରିଚିତ ।
ମୁଲତାନଠାରେ ପାକିସ୍ତାନ’ବିପକ୍ଷରେ ୩୭୫ ବଲରେ ୩୦୯ ରନ୍ କରି ସେ ଇତିହାସ ରଚିଥିଲେ ।
ଏଥିଲାଗି ତାଙ୍କୁ 'ମୁଲତାନ ସୁଲତାନ' ବୋଲି କୁହାଯାଏ ।
ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ସେହ୍ବାଗ ୩୧୯ ରନ୍ ହାସଲ କରିଥିଲେ ।
ବୀରେନ୍ଦ୍ର ସେହ୍ବାଗ ଟେଷ୍ଟ କ୍ରିକେଟରେ ତିନୋଟି ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଅଟନ୍ତି ।
ଆଜି ମଧ୍ୟ ଟେଷ୍ଟ କ୍ରିକେଟରେ ୨ଟି ଶତକ ହାସଲ କରିଥିବା ସେ ଜଣେ ଭାରତୀୟ ଖେଳାଳି ଅଟନ୍ତି।