ବୁମରାଙ୍କ ନିକଟରେ ଅନେକ ଦାମୀ କାର କଲେକସନ୍ ରହିଛି ।
ତାଙ୍କ ନିକଟରେ ୧୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟ2ର Maruti Dzireଠାରୁ ଆରମ୍ଭ କରି ୨.୧୫ କୋଟି ଟଙ୍କାର Nissan GT-R ରହିଛି ।
ସେହିପରି ୧୩ ଲକ୍ଷ ଟଙ୍କା ମୂଲ୍ୟର Toyota Etios ମଧ୍ଯ ରହିଛି ।
ଏହାଛଡ଼ା ତାଙ୍କ ନିକଟରେ Range Rover Velar ମଧ୍ୟ ରହିଛି ।
ବୁମରା ଏବେ ଆଜିକାଲି ଆୟର୍ଲାଣ୍ଡ ଗସ୍ତରେ ଅଛନ୍ତି ।
୨୦୨୨ ମସିହା ସେପ୍ଟେମ୍ବର ମାସରେ ପିଠିରେ ଆଘାତ ଲାଗିବା କାରଣରୁ ସେ ଦଳରୁ ବାଦ ପଡ଼ିଥିଲେ।
ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ ସେ ୨ଟି ୱିକେଟ୍ ନେଇ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ ।