ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୪୭ ଥର ରନ୍ ଆଉଟ ହୋଇଥିଲେ ।
ୱାସିମ୍ ଆକ୍ରମ୍ ଅନ୍ତଜାର୍ତୀୟ କ୍ରିକେଟ୍ ରେ ମୋଟ ୪୫ ଥର ରନ୍ ଆଉଟ ହୋଇଥିଲେ ।
ପାକିସ୍ତାନର ପୂର୍ବତମ ଖେଳାଳି ମହମ୍ମଦ ୟୁସୁଫ ୪୪ ଥର ରନ୍ ଆଉଟ ହୋଇଛନ୍ତି ।
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମୋଟ ୪୩ ଥର ରନ୍ ଆଉଟ ହୋଇଥିଲେ ।
ଭାରତୀୟ ଦଳର ପୂର୍ବତନ ଖେଳାଳି ମହମ୍ମଦ ଅଝାରୁଦ୍ଦିନ୍ ୩୯ ଥର ରନ୍ ଆଉଟ ହୋଇଥିଲେ।