୨୦୧୯ରେ ଜମ୍ମୁ କାଶ୍ମୀରରେ ସେ ଦୁଇ ସପ୍ତାହ ଧରି କାମ କରିଛନ୍ତି।
ସେହିପରି ସଚିନ୍ ତେନ୍ଦୁଲକର ମଧ୍ୟ ଭାରତୀୟ ବାୟୁସେନାରେ ଗ୍ରୃପ୍ କ୍ୟାପଟେନ୍ ନିଯୁକ୍ତି ପାଇଥିଲେ।
ସେ ୨୦୧୦ରେ ସଚିନ୍ ବାୟୁସେନାର ନିଯୁକ୍ତି ପାଇଥିଲେ।
କପିଲ୍ ଦେବ୍, ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବେ ୨୦୦୮ରେ ନିଯୁକ୍ତି ପାଇଥିଲେ।
ଦିର୍ଘ ସମୟ ଧରି ସେ ଭାରତୀୟ ସେନାରେ କାର୍ଯ୍ୟ ସମ୍ପାଦନ କରିଥିଲେ।
ଭାରତୀୟ କ୍ରିକେଟର C. K. Nayudu, ୧୯୨୦ ମସିହାରେ ସେ ବ୍ରିଟିସ୍ ଅଧିନରେ ଥିବା ସେନାରେ ଯୋଗ ଦେଇଥିଲେ।
ସେ କ୍ୟାପଟେନ ଏବଂ ପରେ ରାଜ୍ୟ ସେନାରେ ଜଣେ କର୍ଣ୍ଣେଲ ଭାବେ କାର୍ଯ୍ୟ କରିଥିଲେ।
ଦିର୍ଘ ସମୟ ଧରି ସେ କାର୍ଯ୍ୟ ମଧ୍ୟ ଜାରି ରଖିଥିଲେ।