ଜାଣିଛନ୍ତି କି କ'ଣ କରନ୍ତି ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ?

Jun 2, 2023, 11:54 AM IST

Narmada Behera

 ୨୦୧୬ ମସିହା, ୧୭ ଏପ୍ରିଲରେ ସେ ରବିନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ। 

ସେ କେବଳ ସାଧାରଣ ଜଣେ ଗୃହିଣୀ ନୁହଁନ୍ତି , ଜଣେ ବିଧାୟିକା ମଧ୍ୟ । 

ଗୁଜୁରାଟର ଜାମନଗର ଉତ୍ତର ବିଧାନସଭା ନିର୍ବାଚନ ମଣ୍ତଳୀର ବିଧାୟିକା ଅଛନ୍ତି।

ସେ ବିଜେପିରୁ ୨୦୨୨, ୮ ଡିସେମ୍ବରରେ ମସିହାରେ ନିର୍ବାଚନ ଲଢି ବିଜୟ ଲାଭ କରିଥିଲେ। 

ସେ ରୂପରେ ମଧ୍ୟ ବଲିଉଡ଼ର ସେଲିବ୍ରେଟି ମାନଙ୍କୁ ପଛରେ ପକାଇ ଦେବେ।

ଯେତେବେଳେ ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଥର ଆଇପିଏଲ୍ ଟ୍ରଫି ହାତେଇଥିଲା ।

ସେହି ସମୟରେ ସେ ଅଧିକ ଚର୍ଚ୍ଚାକୁ ଆସିଥିଲେ।

କାହିଁକିନା ତାଙ୍କ ସ୍ବାମୀ ରବିନ୍ଦ୍ର ଜାଡେଜା ଆଇପିଏଲ ମ୍ୟାଚ୍ ଜିତିବା ପରେ, ରିଭାବା ଖୁସିରେ ଆତ୍ମବିଭୋର ହୋଇ ପଡିଆ ମଧ୍ୟକୁ ଆସିଥିଲେ।

ଆଉ ଭାରତୀୟ ସଂସ୍କୃତିକୁ ସମ୍ମାନ ଜଣାଇ ପଡି଼ଆ ମଝିରେ ମୁଣ୍ତରେ ଓଢଣା ଦେଇ ସ୍ବାମୀଙ୍କୁ ମୁଣ୍ତିଆ ମାରିଥିଲେ।