ସେ ନିଜ ଜିମରୁ ହିଁ ଦିନର ଆରମ୍ଭ କରନ୍ତି।
ଫିଟ୍ ରହିବା ପାଇଁ ବ୍ୟାୟାମ୍ କରିବା ସହ ଦୌଡିବା ଓ ଘୋଡା ଚାଳନା ମଧ୍ୟ କରନ୍ତି ।
ଏହା ସହିତ ସେ ପ୍ରତିଦିନ ଯୋଗ ମଧ୍ୟ କରନ୍ତି।
ସେ ବ୍ରେକଫାଷ୍ଟରେ ପୋଟ୍ରୋନ୍, କାର୍ବୋହାଇଡ୍ରୋଏଡ୍ ଯୁକ୍ତ ଖାଦ୍ୟ ଖାଇ ଥାଆନ୍ତି।
ସେ ସାଧାରଣଃ ଗୁଜୁରାତି ଓ ପଞ୍ଜାବୀ ଖାଦ୍ୟକୁ ପସନ୍ଦ କରନ୍ତି।
ଏପରିକି ଅଧିକାଂଶ ସମୟରେ ସେ ନିଜ ଖରାବେଳ ଖାଇବା ମଧ୍ୟ ଖାଆନ୍ତି ନାହିଁ ।
ସେଥିପାଇଁ ସେ ଦିନର ଅଧିକାଂଶ ସସୟ ଜୁସ୍ ପିଅନ୍ତି।
ଏବଂ ରାତି ୧୦ଟା ପୂର୍ବରୁ ସେ ବିଛଣାକୁ ଯାଆନ୍ତି ।