ଏହାପୂର୍ବରୁ ସେ ଆଇପିଏଲ ୨୦୨୨ ରେ ସେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଥିଲେ
ନିଜର ଉତ୍କୃଷ୍ଟ ଅଧିନାୟକତ୍ୱ ସହିତ ଗୁଜୁରାଟକୁ ପ୍ରଥମ ସିଜନରେ ଟ୍ରଫି ଜିତାଇଥିଲେ
ହାର୍ଦ୍ଦିକ ଗୁଜୁରାଟ ପାଖରୁ ବାର୍ଷିକ ୧୫ କୋଟି ଟଙ୍କା ଦରମା ପାଉଥିଲେ
ଏହା ସମେତ ହାର୍ଦ୍ଦିକଙ୍କୁ ବିସିସିଆଇ ତରଫରୁ ବାର୍ଷିକ ୫ କୋଟି ଟଙ୍କା ଦରମା ମିଳିଥାଏ
ହାର୍ଦ୍ଦିକ ବର୍ତ୍ତମାନ ଭାରତର ବଡ ଖେଳାଳିଙ୍କ ମଧ୍ୟରେ ଗଣାଯାଆନ୍ତି
ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ବଡ ବଡ ବ୍ରାଣ୍ଡ ତରଫରୁ ସମର୍ଥନ ରହିଛି
ଇନଷ୍ଟାଗ୍ରାମରେ ସ୍ପୋନସର ପୋଷ୍ଟ ପାଇଁ ହାର୍ଦ୍ଦିକ ୬୬ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି
ତାଙ୍କ ପାଖରେ ଅନେକ ଦାମୀ ଦାମୀ କାର ମଧ୍ୟ ରହିଛି
ତାଙ୍କର ରୋଲ୍ସ ରୋଏସ୍, ରେଞ୍ଜ୍ ରୋଭର ଭୋଗ୍, ଜିପ୍ କମ୍ପାସ୍ କାର୍ ଅଛି
ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୧ ମିଲିୟନ ଡଲାର, ଯାହା ଭାରତୀୟ ଟଙ୍କା ୯୦ କୋଟି ହେବ