ଏହି ନିଲାମରେ ପ୍ରତ୍ୟେକ ଖେଳାଳି ଲକ୍ଷ ଲକ୍ଷ କୋଟିରେ ବିକ୍ରି ହୁଅନ୍ତି
ଯେତେବେଳେ ଆଇପିଏଲ୍ କିମ୍ବା ଅନ୍ୟ କୌଣସି ଲିଗ୍ ରେ ନିଲାମ ପୁରସ୍କାର ମିଳିଥାଏ
ବର୍ଷକୁ ୨୪ ଲକ୍ଷ ଟଙ୍କା ପାଇଥାନ୍ତି ଅମ୍ବାନୀଙ୍କ ରୋଷେୟା ।
ଭାରତୀୟ ଖେଳାଳିମାନଙ୍କୁ ସାଧାରଣତଃ ଯେତିକି ଦରମା ମିଳିଥାଏ
ସଥିରୁ ୧୦% TDS କଟାଯାଇଥାଏ
ଏହା ସହିତ ସେମାନଙ୍କୁ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିଥାଏ
ବିଦେଶୀ ଖେଳାଳିଙ୍କୁ ୨୦ ପ୍ରତିଶତ TDS ଦେବାକୁ ପଡିଥାଏ
ବିଦେଶୀ ଖେଳାଳିଙ୍କୁ TDS ବ୍ୟତୀତ ଅନ୍ୟ କୌଣସି ଟ୍ୟାକ୍ସ ଦେବାକୁ ପଡି ନଥାଏ