IPL 2024: ଜାଣିଛନ୍ତି କି, ଆଇପିଏଲରେ କେଉଁ ଖେଳାଳିଙ୍କ ନାଁରେ ରହିଛି ଅଧିକ କ୍ୟାଚ୍ ଧରିବା ରେକର୍ଡ଼?

Feb 26, 2024, 01:10 PM IST

Payal Priyadarshini

ଏହି ତାଲିକାରେ ଶୀର୍ଷରେ ଅଛନ୍ତି ସୁରେଶ ରାଇନା । ସେ ୨୦୫ଟି ମ୍ୟାଚ୍ ରେ ୧୦୯ଟି କ୍ୟାଚ୍ ଧରିଛନ୍ତି ।

ତାଲିକାର ୨ୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ସେ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୨୩୭ଟି ମ୍ୟାଚ୍ ରେ ୧୦୬ଟି କ୍ୟାଚ୍ ଧରିଛନ୍ତି ।

୧୮୯ଟି ମ୍ୟାଚ୍ ରେ ୧୦୩ଟି କ୍ୟାଚ୍ ଧରି କିରେନ୍‌ ପୋଲାର୍ଡ଼ ତୃତୀୟ ସ୍ଥାନରେ ରହିଛନ୍ତି ।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୨୪୩ଟି ମ୍ୟାଚ୍ ରେ ୯୮ଟି କ୍ୟାଚ୍ ଧରିଛନ୍ତି ।

ରବୀନ୍ଦ୍ର ଜାଡେଜା ୨୨୬ ମ୍ୟାଚ୍ ରେ ୯୭ଟି କ୍ୟାଚ୍ ଧରିଛନ୍ତି । 

୨୧୭ ମ୍ୟାଚ୍ ରେ ୯୬ଟି କ୍ୟାଚ୍ ଧରି ଶିଖର ଧାୱାନ ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି ।