Most ICC Trophies as Captain: ଏମାନେ ହେଉଛନ୍ତି ଅଧିନାୟକ ଭାବରେ ସର୍ବାଧିକ ଆଇସିସି ଟ୍ରଫି ଜିତିଥିବା ଖେଳାଳି  

Aug 9, 2023, 04:06 PM IST

Jagdish Barik

୫ ଅକ୍ଟୋବରରୁ ପୁରୁଷ ODI ବିଶ୍ୱକପ ଖେଳାଯିବ

ଇଂଲଣ୍ଡ ଦଳ ଟାଇଟଲ ଡିଫେଣ୍ଡ କରିବାକୁ ନିଶ୍ଚିତ ଚାହିଁବ

ଆମେ ଆପଣଙ୍କୁ ଏଠାରେ ସେହି କ୍ୟାପଟେନମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସର୍ବାଧିକ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି

କ୍ଲିଭ୍ ଓଲିଡ୍ (ୱେଷ୍ଟଇଣ୍ଡିଜ୍): ୨ଟି ଆଇସିସି ଟ୍ରଫି ଅର୍ଥାତ୍ ୧୯୭୫ ଓ ୧୯୭୯ ODI ବିଶ୍ୱକପ୍ ଅଧିନାୟକ ଭାବରେ ଜିତିଛନ୍ତି

ଡାରେନ୍ ସାମି (ୱେଷ୍ଟଇଣ୍ଡିଜ୍): ୨ଟି ଆଇସିସି ଟ୍ରଫି ଅର୍ଥାତ୍ ୨୦୧୨ ଓ ୨୦୧୬ ଟି-୨୦ ବିଶ୍ୱକପ୍ ଅଧିନାୟକ ଭାବରେ ଜିତିଛନ୍ତି

ଏମଏସ ଧୋନି (ଭାରତ): ୩ଟି ଆଇସିସି ଟ୍ରଫି ଅର୍ଥାତ୍ ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ ODI ବିଶ୍ୱକପ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଅଧିନାୟକ ଭାବରେ ଜିତିଛନ୍ତି

ଏମଏସ ଧୋନି (ଭାରତ): ୩ଟି ଆଇସିସି ଟ୍ରଫି ଅର୍ଥାତ୍ ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ ODI ବିଶ୍ୱକପ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଅଧିନାୟକ ଭାବରେ ଜିତିଛନ୍ତି

ମେଗ୍ ଲାନିଙ୍ଗ୍ (ଅଷ୍ଟ୍ରେଲିଆ): ୫ଟି ଆଇସିସି ଟ୍ରଫି ଅର୍ଥାତ୍ ୨୦୧୪, ୨୦୧୮, ୨୦୨୦ ଓ ୨୦୨୩ ଟି-୨୦ ବିଶ୍ୱକପ୍ ଓ ୨୦୨୨ ODI ବିଶ୍ୱକପ୍ ଅଧିନାୟକ ଭାବରେ ଜିତିଛନ୍ତି

ଭାରତରେ ଚଳିତବର୍ଷ ବିଶ୍ବକପ ଆୟୋଜନ ହେବ । ଏହା ୫ ଅକ୍ଟୋବରରୁ ଆରମ୍ଭ ହେବ ।

ଏଥର ଭାରତ ବିଶ୍ବକପ ଜିତିବାକୁ ବୋଲି ସମସ୍ତ ଭାରତୀୟ ଫ୍ୟାନ୍ସ ଆଶା ବାନ୍ଧିଛନ୍ତି