କେବଳ ଶିଖର ଧାୱନ ନୁହଁନ୍ତି, ଏହି କ୍ରିକେଟରମାନେ ମଧ୍ୟ ଦେଇଛନ୍ତି ନିଜ ପତ୍ନୀଙ୍କୁ ଛାଡପତ୍ର

Oct 6, 2023, 07:08 PM IST

Jagdish Barik

ଶିଖର ଧାୱନ ନିଜ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡପତ୍ର ଦେଇଛନ୍ତି

ଶିଖର ଧାୱନଙ୍କୁ ନିଜ ପୁଅଠାରୁ ବହୁତ ସମୟ ଦୂରଇ ରହିବାକୁ ପଡିଥିଲା

ଯାହା ପରେ ଶିଖର ଧାୱନ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ

ଶିଖର ଧାୱନଙ୍କ ସହ ଏହି କ୍ରିକେଟରମାନେ ମଧ୍ୟ ଛାଡପତ୍ରର ଯନ୍ତ୍ରଣା ଭୋଗୁଛନ୍ତି

ମହମ୍ମଦ ଅଜହରୁଦ୍ଦିନ ଦୁଇଥର ବିବାହ କରିଥିଲେ ଓ ଉଭୟଙ୍କୁ ଛାଡପତ୍ର ଦେଇଥିଲେ

ଦୀନେଶ କାର୍ତ୍ତିକ ନିକିତା ବଞ୍ଜାରାଙ୍କୁ ବିବାହ କରିଥିଲେ କିନ୍ତୁ ବିବାହର ୫ ବର୍ଷ ପରେ ସେ ତାଙ୍କୁ ଛାଡପତ୍ର ଦେଇଥିଲେ

ଜଭଗଲ ଶ୍ରୀନଥ ଜ୍ୟୋସ୍ନାଙ୍କୁ ବିବାହ କରିଥିଲେ କିନ୍ତୁ ଦ୍ୱିତୀୟ ବିବାହ ପାଇଁ ସେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ

ବିନୋଦ କାମ୍ବଲିଙ୍କ ପ୍ରଥମ ବିବାହ ନୋଏଲା ଲୁଇସଙ୍କ ସହ ହୋଇଥିଲା, ପରେ ଦୁହେଁ ଛାଡପତ୍ର ହୋଇଥିଲେ ଓ କାମ୍ବଲି ଦ୍ୱିତୀୟ ଥର ବିବାହ କରିଥିଲେ

ଛାଡପତ୍ରର ସାମ୍ନା କରିଥିବା କ୍ରିକେଟରଙ୍କ ତାଲିକାରେ ବ୍ରେଟ ଲି ମଧ୍ୟ ରହିଛନ୍ତି

ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୁରିଆଙ୍କ ପ୍ରଥମ ବିବାହ ମଧ୍ୟ ସଫଳ ହୋଇପାରିଲା ନାହିଁ ଓ ତାଙ୍କୁ ଛାଡପତ୍ର ନେବାକୁ ପଡିଲା

ମାଇକେଲ୍ କ୍ଲାର୍କ ନିଜ ଗର୍ଲଫ୍ରେଣ୍ଡ କାଇଲିଙ୍କୁ ବିବାହ କରିଥିଲେ, ଦୁହେଁ ୮ ବର୍ଷ ପରେ ପରଶଷ୍ପରକୁ ଛାଡପତ୍ର ଦେଇଥିଲେ