ଏହି ସିଜନରେ ଏହା ତାଙ୍କର ଦ୍ବିତୀୟ ବିଜୟ ଅଟେ ।
ଏହା ପୂର୍ବରୁ ସେ ‘ଦୋହା ଡାଇମଣ୍ତ ଲିଗରେ’ ୮୮.୬୭ ମିଟର ଜାଭଲିନ୍ ପିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ପୂର୍ବରୁ ନୀରଜ ଏସିଆନ୍ ଗେମ୍ସ ଓ କମନୱେଲଥରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଏହି ଯୁବ ଖେଳାଳିଙ୍କ ନିକଟରେ କେତେ ସମ୍ପତ୍ତି ଅଛି ଆପଣ ଜାଣିଛନ୍ତି କି?
୨୦୨୩ ମସିହାରେ ନୀରଜଙ୍କ ସମ୍ପତ୍ତିର ମୂଲ୍ୟ ପାଖାପଖି ୪.୫ ମିଲିୟନ୍ ଡ଼ଲାର ଅଟେ ।
ବ୍ରାଣ୍ତ ପ୍ରମୋସନ୍ ଦ୍ବାରା ମଧ୍ଯ ସେ ମୋଟ ଅଙ୍କର ଅର୍ଥ ରୋଜଗାର କରନ୍ତି ।
ନୀରଜ ସ୍ପୋର୍ଟସ୍ ଡ଼ିଙ୍କ୍ସ ବ୍ରାଣ୍ଡ ଗାଟୋରେଡ୍, ନାଇକ୍, ଏକ୍ସନ୍ ମୋବିଲ୍ ଭଳି ବ୍ରାଣ୍ତର ବିଜ୍ଞାପନ କରନ୍ତି ।
ଭାରତରେ କ୍ରିକେଟ୍ ଓ ବାହାରେ ଫୁଟବଲ୍ ଖେଳର କ୍ରେଜ୍ ରହିଥିବା ବେଳେ..
ନୀରଜ ଜାଭେଲିନ୍ ଥ୍ରୋ ମାଧ୍ଯମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।