ସେ ଅନ୍ତର୍ଜାତୀୟ କ୍ରିକେଟର ଟେଷ୍ଟ ମ୍ୟାଚରେ ଭାରତ ବନାମ ଇଂଲଣ୍ଡ ୨୦୧୨, ଡିସେମ୍ବରରେ ଖେଳିଥିଲେ।
ସେହିପରି ଦିନିକିଆରେ ସେ ଶ୍ରୀଲଙ୍କା ବନାମ ଭାରତ ୨୦୦୯ ଫେବୃଆରୀ ଖେଳିଥିଲେ।
ରବିନ୍ଦ୍ର ଜାଡେଜାଙ୍କ ପାଖରେ ମୋଟ ୧୧୫ କୋଟିର ସମ୍ପତି ରହିଛି ।
ବର୍ଷକୁ ସେ ୧୨.୨୫ କୋଟି ଟଙ୍କା ରୋଜଗାର କରନ୍ତି।
କ୍ରିକେଟ୍ ଓ ଆଇପିଏ ,ବିଜ୍ଞାପନ ଓ ଅନ୍ୟାନ୍ୟ ବ୍ୟବସାୟରୁ ସେ ଆୟ କରନ୍ତି।
କିନ୍ତୁ ଗତ ୫ ବର୍ଷ ମଧ୍ୟରେ ଜେଡାଜାଙ୍କ ସମ୍ପତିର ମୂଲ୍ୟ ୭୫୦ ପ୍ରତିଶତ ବୃଦ୍ଧି ପାଇଛି ।
୨୦୧୮ରୁ ସେ ଚେନ୍ନାଇ ସୁପର କିଙ୍ଗସ୍ ଟିମରେ ଖେଳି ଆସୁଛନ୍ତି।
ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ୧୬ କୋଟିରେ କିଣିଥିଲା।