Sachin Tendulkar Net Worth 2023: ଏତେ କୋଟି ସମ୍ପତ୍ତିର ମାଲିକ ସଚିନ ତେନ୍ଦୁଲକର

Jun 30, 2023, 10:52 AM IST

Narmada Behera

 କ୍ରିକେଟର ସଚିନ ତେନ୍ଦୁଲକର ।

 ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ ସଚିନ୍।

 ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜ କରିଥିଲେ। 

ଏହି କାରଣରୁ ଲୋକେ ସଚିନଙ୍କୁ 'କ୍ରିକେଟର ଭଗବାନ' ବୋଲି କୁହାଯାଏ।

ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ କ୍ରିକେଟ୍ କ୍ୟାରିୟର ମଧ୍ଯରେ ଅନେକ ବିଶ୍ୱ ରେକର୍ଡ କରିଛନ୍ତି।

ସଚିନ ବିସିସିଆଇ, ଆଇପିଲ୍ , ବିଜ୍ଞାପନ ଓ ଅନ୍ୟାନ୍ୟ ବ୍ୟବସାୟରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି। 

ସଚିନଙ୍କର ମୁମ୍ବାଇ ଓ ବେଙ୍ଗାଲୁରୁରେ ୨ଟି ରେଷ୍ଚୁରାଣ୍ଟ ମଧ୍ୟ ଅଛି ।

ତେବେ, ସଚିନଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। 

ସଚିନ୍ ମାସକୁ ୪ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି ।

ସେହିପରି ତାଙ୍କର ମୋଟ ସମ୍ପତିର ମୂଲ୍ୟ ୧୩୯୦ କୋଟି ହେବ।