ଜାଣନ୍ତୁ କିଙ୍ଗ୍ କୋହଲିଙ୍କ ବିଷୟରେ କିଛି ଖାସ୍ କଥା...

May 12, 2025, 01:36 PM IST

Priyambada Rana

ଭାରତୀୟରେ କ୍ରିକେଟ୍ ଜଗତର ଅତି ଲୋକପ୍ରିୟ ନାଁ ବିରାଟ୍ କୋହଲି ବା କିଙ୍ଗ୍ କୋହଲି

୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ

ଛୋଟ ବେଳୁ ତାଙ୍କର କ୍ରିକେଟ୍ ପ୍ରତି ଖୁବ୍ ରୁଚି ଥିଲା।

ତାଙ୍କ ପରିବାର ଅନୁଯାୟୀ, କୋହଲି ତିନି ବର୍ଷ ବୟସରୁ କ୍ରିକେଟ୍ ପ୍ରତି ନିଜର ଆଗ୍ରହ ଦେଖାଇଥିଲେ।

୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ବିରାଟ 

ବିଶ୍ବ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ କୋହଲି ଦ୍ବିତୀୟ

ଆଜି ସେ  ଟେଷ୍ଟରୁ ସନ୍ନ୍ୟାସ ନେଇଥିବା ନେଇ ଘୋଷଣା କରିଛନ୍ତି

ଗତ ୧୪ ବର୍ଷ ଧରି ସେ ଖେଳିଆସୁଥିଲେ ଟେଷ୍ଟ 

ସେ ନିଜ କ୍ୟାରିୟରରେ ଅନେକ କୀର୍ତ୍ତିମାନ ରଚିଛନ୍ତି