Top 10 batsman: ଦିନିକିଆରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟସମ୍ୟାନଙ୍ ମଧ୍ୟରେ ରହିଛନ୍ତି ଏହି ଭାରତୀୟ ଖେଳାଳି

Aug 9, 2023, 11:54 AM IST

Prabhudatta Moharana

ସଚିନ ତେନ୍ଦୁଲକର ୪୬୩ ଦିନିକିଆରେ ମୋଟ ୧୮୪୨୬ ରନ ସଂଗ୍ରହ କରିଛନ୍ତି। 

କୁମାର ସାଙ୍ଗାକାରା ୪୦୪ ଦିନିକିଆରେ ୧୪୨୩୪ ରନ ସଂଗ୍ରହ କରିଛନ୍ତି। 

କୁମାର ସାଙ୍ଗାକାରା ୪୦୪ ଦିନିକିଆରେ ୧୪୨୩୪ ରନ ସଂଗ୍ରହ କରିଛନ୍ତି। 

ସନଥ ଜୟସୂରିୟା ୪୪୫ଟି ମ୍ୟାଚ ଖେଳି ମୋଟ ୧୩୪୩୦ ରନ ସଂଗ୍ରହ କରିଛନ୍ତି।

ବିରାଟ କୋହଲି ମୋଟ ୨୬୮ଟି ମ୍ୟାଚ ଖେଳି ୧୨୭୫୪ ରନ ସଂଗ୍ରହ କରିଛନ୍ତି। 

ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ମୋଟ ୪୪୮ଟି ଦିନିକିଆ ୧୨୬୫୦ ରନ ସଂଗ୍ରହ କରିଛନ୍ତି। 

ପାକିସ୍ତାନର ଇଞ୍ଜାମାମ ଉଲହକ  ୩୭୮ ମ୍ୟାଚରୁ ୧୧୭୩୯ ରନ ସଂଗ୍ରହ କରିଛନ୍ତି। ସେ ଏହି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। 

ଦକ୍ଷିଣ ଆଫ୍ରିକାର ଘାତକ ଅଲରାଉଣ୍ଡର ଜ୍ୟାକ କାଲିସ ମୋଟ ୩୨୮ ମ୍ୟାଚ ଖେଳି ୧୧୫୭୯ ରନ ସଂଗ୍ରହ କରିଛନ୍ତି। 

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ତାଲିକାରେ ୯ମ ସ୍ଥାନରେ ରହିଛନ୍ତି। ସେ ୩୧୧ଟି ମ୍ୟାଚ ଖେଳି ୨୨ଟି ଶତକ ସାହାଯ୍ୟରେ ମୋଟ ୧୧୩୬୩ ରନ ସଂଗ୍ରହ କରିଛନ୍ତି। 

ରାହୁଲ ଦ୍ରାବିଡ଼ ତାଲିକାର ଦଶମ ସ୍ଥାନରେ ରହିଛନ୍ତି। ସେ ମୋଟ ୩୪୪ ମ୍ୟାଚ ଖେଳି ମୋଟ ୧୦୮୮୯ ରନ ସଂଗ୍ରହ କରିଛନ୍ତି।