Most Boundaries in WC: ODI ବିଶ୍ୱକପ ଇତିହାସରେ ସର୍ବାଧିକ ବାଉଣ୍ଡ୍ରି ମାରିଥିବା ଶ୍ରେଷ୍ଠ ୧୦ ଖେଳାଳିଙ୍କ ତାଲିକା

Aug 4, 2023, 03:52 PM IST

Jagdish Barik

୧- ସଚିନ ତେନ୍ଦୁଲକର ODI ବିଶ୍ୱକପ ଇତିହାସରେ ମୋଟ ୨୬୮ ଟି ବାଉଣ୍ଡ୍ରି ମାରିଛନ୍ତି, ଯେଉଁଥିରେ ୨୪୧ଟି ଚୌକା ଓ ୨୭ଟି ଛକା ରହିଛି ।

୨- ରିକି ପଣ୍ଟିଙ୍ଗ ODI ବିଶ୍ୱକପ ଇତିହାସରେ ମୋଟ ୧୭୬ଟି ବାଉଣ୍ଡ୍ରି ମାରିଛନ୍ତି, ଯେଉଁଥିରେ ୧୪୫ ଚୌକା ଓ ୩୧ ଛକା ରହିଛି ।

୩- କୁମାର ସାଙ୍ଗାକାରା ODI ବିଶ୍ୱକପ ଇତିହାସରେ ମୋଟ ୧୬୧ ଟି ବାଉଣ୍ଡ୍ରି ମାରିଛନ୍ତି, ଯେଉଁଥିରେ ୧୪୭ଟି ଚୌକା ଓ ୧୪ଟି ଛକା ରହିଛି ।

୪- ଆଡାମ ଗିଲକ୍ରିଷ୍ଟ ODI ବିଶ୍ୱକପ ଇତିହାସରେ ୧୪୧ ଚୌକା ଓ ୧୯ଟି ଛକା ସମେତ ମୋଟ ୧୬୦ଟି ବାଉଣ୍ଡ୍ରି ମାରିଛନ୍ତି ।

୫- ଏବି ଡି ଭିଲିୟର୍ସ ODI ବିଶ୍ୱକପ ଇତିହାସରେ ମୋଟ ୧୫୮ଟି ବାଉଣ୍ଡ୍ରି ମାରିଛନ୍ତି, ଯେଉଁଥିରେ ୧୨୧ଟି ଚୌକା ଓ ୩୭ଟି ଛକା ରହିଛି ।

୬- ସନଥ ଜୟସୁରିଆ ODI ବିଶ୍ୱକପ ଇତିହାସରେ ମୋଟ ୧୪୭ଟି ବାଉଣ୍ଡ୍ରି ମାରିଛନ୍ତି, ଯେଉଁଥିରେ ୧୨୦ଟି ଚୌକା ଓ ୨୭ଟି ଛକା ରହିଛି ।

୭- ଷ୍ଟିଫେନ୍ ଫ୍ଲେମିଙ୍ଗ ODI ବିଶ୍ୱକପ ଇତିହାସରେ ମୋଟ ୧୪୫ଟି ବାଉଣ୍ଡ୍ରି ମାରିଛନ୍ତି, ଯେଉଁଥିରେ ୧୩୪ଟି ଚୌକା ଓ ୧୧ ଟି ଛକା ରହିଛି ।

୮- ବ୍ରିଆନ୍ ଲାରା ODI ବିଶ୍ୱକପ୍ ଇତିହାସରେ ସମୁଦାୟ ୧୪୧ଟି ବାଉଣ୍ଡ୍ରି ମାରିଛନ୍ତି, ଯେଉଁଥିରେ ୧୨୪ଟି ଚୌକା ଓ ୧୭ଟି ଛକା ରହିଛି ।

୯- ହର୍ସେଲ ଗିବ୍ସ ODI ବିଶ୍ୱକପ ଇତିହାସରେ ମୋଟ ୧୩୪ଟି ବାଉଣ୍ଡ୍ରି ମାରିଛନ୍ତି, ଯେଉଁଥିରେ ୧୦୬ଟି ଚୌକା ଓ ୨୮ଟି ଛକା ସାମିଲ ରହିଛି ।

୧୦- ତିଲାକାରତ୍ନେ ଦିଲଶାନ୍ ODI ବିଶ୍ୱକପ୍ ଇତିହାସରେ ୧୨୨ଟି ଚୌକା ଓ ୯ଟି ଛକା ସମେତ ମୋଟ ୧୩୧ ଟି ବାଉଣ୍ଡ୍ରି ମାରିଛନ୍ତି ।