ବିରାଟ କୋହଲି ନିୟମିତ ଭାବେ ଜିମ୍ ଯାଆନ୍ତି
ବିରାଟ କୋହଲି ବାହର ଅପେକ୍ଷା ଘରେ ରନ୍ଧା ଖାଦ୍ୟକୁ ପସନ୍ଦ କରନ୍ତି
ବିରାଟ ଜଙ୍କ ଫୁଡକୁ ଫିଟନେସର ଶତ୍ରୁ ଭାବରେ ବିବେଚନା କରନ୍ତି
ଫିଟ୍ ରହିବାକୁ ବିରାଟ ମଧ୍ୟ ପ୍ରତିଦିନ ଦୌଡ଼ନ୍ତି
ସୁସ୍ଥ ଓ ଫିଟ୍ ରହିବା ପାଇଁ କୋହଲି ପ୍ରତିଦିନ ଏକ ସନ୍ତୁଳିତ ଖାଦ୍ୟ ଖାଆନ୍ତି
ବିରାଟ ସବୁଜ ପନିପରିବା, ପ୍ରୋଟିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ପାନୀୟ, କଫି ଓ ଡାଲି ଆଦି ଖାଇବାକୁ ପସନ୍ଦ କରନ୍ତି
ବିରାଟ ଯଥାସମ୍ଭବ ଅଧିକ ପାଣି ପିଇବା ଉପରେ ଧ୍ୟାନ ଦିଅନ୍ତି
ଫିଟ୍ ରହିବାକୁ ସେ ୨୦-୩୦ ମିନିଟ୍ ପାଇଁ ହେବି ୱେଟ୍ ଉଠାନ୍ତି