Rakhi Purnima: ନିଜ ଭାଇଙ୍କ ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ, ଉଜ୍ଜ୍ୱଳ ହେବ ଭାଗ୍ୟ...ବଢିବ ଆୟୁ

Aug 15, 2024, 10:02 PM IST

Rashmita Sahoo

୧୯ ଅଗଷ୍ଟ ଅର୍ଥାତ୍ ଆଗାମୀ ସୋମବାର ପଡ଼ୁଛି ରାକ୍ଷୀ ପୂର୍ଣ୍ଣିମା

ଏହି ଦିନକୁ ବର୍ଷତମାମ ଧରି ଅପେକ୍ଷା କରି ରହିଥାଏ ଭଉଣୀ

ହେଲେ ଭଳିକି ଭଳି ଡିଜାଇନ ରାକ୍ଷୀ ନବାନ୍ଧି ଏଥର ନିଜ ଭାଇ ହାତରେ ରାଶି ଅନୁସାରେ ରାକ୍ଷୀ ବାନ୍ଧନ୍ତୁ

ମେଷ ରାଶି- ଯଦି ଆପଣଙ୍କ ଭାଇଙ୍କ ରାଶି ମେଷ ତେବେ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ମଙ୍ଗଳ ଗ୍ରହକୁ ମଜବୁତ କରିବ

ବୃଷ ରାଶି-  ଯଦି ଆପଣଙ୍କ ଭାଇଙ୍କ ରାଶି ବୃଷ ତେବେ ଧଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ। ଏହାଦ୍ୱାରା ଶୁକ୍ର ଗ୍ରହ ମଜଭୁତ ରହିବ।

ମିଥୁନ ରାଶି: ଏହି ରାଶି ଥିବା ନିଜ ଭାଇଙ୍କୁ ସବୁଜ ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ବୁଧ ଗ୍ରହକୁ ମଜବୁତ କରିବ।

କର୍କଟ ରାଶି: ଏହି ରାଶିର ଭାଇଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ଚନ୍ଦ୍ରଙ୍କୁ ମଜବୁତ କରିବ।

ସିଂହ ରାଶି ଥିବା ନିଜ ଭାଇଙ୍କୁ ହଳଦିଆ କିମ୍ବା ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ସୂର୍ଯ୍ୟ ଗ୍ରହଙ୍କୁ ମଜବୁତ କରିବ।

କନ୍ୟା ରାଶି ଥିବା ନିଜ ଭାଇଙ୍କ ହାତରେ ସବୁଜ ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ବୁଧ ଗ୍ରହକୁ ମଜବୁତ କରିବ।

ତୁଳା ରାଶି ଥିବା ନିଜ ଭାଇଙ୍କ ହାତରେ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଚନ୍ଦ୍ର ଓ ଶୁକ୍ର ଗ୍ରହ ଶକ୍ତିଶାଳୀ ରହିବେ।

ବିଛା ରାଶି ଥିବା ଭାଇଙ୍କ ହାତରେ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ମଙ୍ଗଳ ଗ୍ରହକୁ ମଜବୁତ କରିବ।

ଧନୁ ରାଶି ଥିବା ନିଜ ଭାଇଙ୍କ ହାତରେ ରଙ୍ଗୀନ ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ବୃହସ୍ପତି ଗ୍ରହକୁ ମଜବୁତ କରିବ।

ମକର ରାଶି ଥିବା ନିଜ ଭାଇଙ୍କ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ଶନି ଗ୍ରହକୁ ମଜବୁତ କରିବ।

କୁମ୍ଭ ରାଶି ଥିବା ନିଜ ଭାଇଙ୍କ ହାତରେ ସ୍କାଏ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ଶନି ଗ୍ରହକୁ ମଜବୁତ କରିବ।

ମୀନ ରାଶି ଥିବା ନିଜ ଭାଇଙ୍କ ହାତରେ ହଳଦିଆ ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ବୃହସ୍ପତି ଗ୍ରହକୁ ମଜବୁତ କରିବ।