Dangerous Snake: ଜାଣିଛନ୍ତି କି ଭାରତରେ ଦେଖାଯାଉଥିବା ସବୁଠାରୁ ୫ ବିଷଧର ସାପ ସମ୍ପର୍କରେ...

May 24, 2023, 12:16 PM IST

Prabhudatta Moharana

ଭାରତରେ କିଛି ଏଭଳି ପ୍ରଜାତିର ସାପ ଦେଖାଯାଇଥାନ୍ତି, ଯେଉଁ ଗୁଡ଼ିକ କାମୁଡ଼ିବା ମାତ୍ରେ ହିଁ ଲୋକଙ୍କର ମୃତ୍ୟୁ ହୋଇଥାଏ

ଭାରତରେ ପ୍ରତିବର୍ଷ ସାପ କାମୁଡାରେ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ହୋଇଥାଏ

ଆସନ୍ତୁ ଜାଣିବା ଦେଶର ସବୁଠାରୁ ୫ ଘାତକ ସାପ ସମ୍ପର୍କରେ

ଇଣ୍ଡିଆନ କ୍ୟାରତ ସବୁଠାରୁ ବିଷାକ୍ତ ସାପ ମଧ୍ୟରେ ଅନ୍ୟତମ 

ଏହି ପ୍ରଜାତିର ସାପ ଦେଶର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଥାଏ

ଇଣ୍ଡିଆନ କୋବ୍ରା ମଧ୍ୟ ଏକ ଘାତକ ସାପ। ଏହାକୁ ଦେଶରେ ନାଗ ବୋଲି କୁହାଯାଇଥାଏ। 

ନାଗସାପ ଯାହାକୁ କାମୁଡ଼ିଥାଏ, ସେ ବଞ୍ଚିବା ସମ୍ଭାବନା କ୍ଷୀଣ ହୋଇଯାଇଥାଏ। 

ରେସଲ ଭାଇପର ଦୁନିଆର ସବୁଠାରୁ ବିଷଧର ସାପ ଭାବେ ପରିଗଣିତ ହୋଇଥାଏ। 

ଦେଶର ବିଭିନ୍ନ ସ୍ଥାନରେ ଏକ ବୃହତ ସଂଖ୍ୟାରେ ଦେଖିବାକୁ ମିଳିଥାଏ। 

ଏହି ସାପ କାମୁଡ଼ିବା ମାତ୍ରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ। 

ସ୍କେଲ୍ଡ ଓ୍ୱାଇପର ମଧ୍ୟ ଏକ ବିଷଧର ସାପ ମଧ୍ୟରୁ ଅନ୍ୟତମ। ଏହି ସାପଟି ଏକ ଓ୍ୱାଇପର ପ୍ରଜାତିର ସ୍ୱତନ୍ତ୍ର ଧରଣର ସାପ। 

ସେହିପରି କିଙ୍ଗକୋବ୍ରା ମଧ୍ୟ ଏକ ଭୟଙ୍କର ବିଷଧର ସାପ। ଏହି ସାପ କାମୁଡ଼ିବାର ଗୋଟିଏ ଘଣ୍ଟା ମଧ୍ୟରେ ମୃତ୍ୟୁ ମୁଖରେ ପଡ଼ିଥାଏ।