'ମୋ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଛୁ'
‘CBI ତଦନ୍ତ ନେଇ ଲେଟର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଚାହୁଁଛୁ ’
'ସିବିଆଇ ଚିଠି ରେଡି ମୁଖ୍ୟମନ୍ତ୍ରୀଙ୍କ ଅନୁମତିକୁ ଅପେକ୍ଷା'
'ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆମେ ଅନୁମତି ମାଗିଛୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖି ରଖିଛୁ ।'
‘ତାଙ୍କ ଦଳର ଲୋକଙ୍କ ଜରିଆରେ ଆପ୍ରୋଚ ପାଇଁ ବହୁ ଚେଷ୍ଟା କରିଛୁ’
‘ସବୁଆଡୁ ହତାସ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଡାଇରେକ୍ଟ ଆପ୍ରୋଚ କରିଛୁ’
‘ପୂରା ଭରସା ଅଛି ମୁଖ୍ୟମନ୍ତ୍ରୀ ଅନୁମତି ଦେଲେ CBI ତଦନ୍ତ ଲେଟର ଦେବୁ’
‘ଆମ ପରିବାର ତରଫରୁ ଯାହା ଷ୍ଟେଟମେଣ୍ଟ ଦେବାର ଥିଲା ଦେଇଛୁ’