ତେବେ ଆସନ୍ତୁ ଆପଣଙ୍କୁ କହୁଛୁ ଯେ କୌଣସି ସ୍ମାର୍ଟଫୋନରେ କେତେ ସୁନା ଥାଏ?
ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ ସ୍ମାର୍ଟଫୋନରେ ସୁନା ବ୍ୟବହାର କରାଯାଏ
ସୁନା ବ୍ୟତୀତ ତମ୍ବା ଏବଂ ରୂପା ସହିତ ପ୍ଲାଟିନମ୍ ମଧ୍ୟ ବ୍ୟବହାର କରାଯାଏ
ଏହି ସମସ୍ତ ଧାତୁ ସ୍ମାର୍ଟଫୋନରେ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ
ଆପଣଙ୍କୁ କହିରଖୁଛୁ ଯେ ଏକ ସ୍ମାର୍ଟଫୋନରେ ୦.୦୩୪ ଗ୍ରାମ ସୁନା ବ୍ୟବହୃତ ହୁଏ
ସ୍ମାର୍ଟ ଫୋନରେ ବ୍ୟବହୃତ ସୁନାର ମୂଲ୍ୟ ମାତ୍ର ୨୫୦ ଟଙ୍କା
ସ୍ମାର୍ଟଫୋନ ବ୍ୟତୀତ ସିମ୍ କାର୍ଡରେ ମଧ୍ୟ ସୁନା ବ୍ୟବହାର କରାଯାଏ
ଏପରି ଆହୁରି ରୋଚକ ଖବର ପାଇଁ ଜୀ ଓଡ଼ିଶା ସହ ଯୋଡି ରୁହନ୍ତୁ