Indian Railway: ଦିନରେ କେହି ଆପଣଙ୍କ ଟ୍ରେନ୍ ସିଟ୍ ଉପରେ ବସି ପାରିବେ କି?

May 4, 2024, 10:40 PM IST

Jagdish Barik

ଅଧିକାଂଶ ମଧ୍ୟବିତ୍ତ ଲୋକ ଟିୟର କୋଚରେ ଯାତ୍ରା କରନ୍ତି

ଏଥିରେ ଲୋକମାନେ ମିଡିଲ ବର୍ଥକୁ ନେଇ ସବୁଠାରୁ ବଡ ସମସ୍ୟାର ସମ୍ମୁଖୀନ ହୁଅନ୍ତି

ଅନେକ ସମୟରେ ଲୋଅର ବର୍ଥରେ ମିଡିଲ ବର୍ଥ ପାଇଥିବା ବ୍ୟକ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ରହିଥାନ୍ତି

ଏହି ସମୟରେ ମିଡିଲ ବର୍ଥରେ ଥିବା ବ୍ୟକ୍ତି ନିଜ ବର୍ଥ ଖୋଲନ୍ତି ନାହିଁ

ଯେଉଁଥିପାଇଁ ଲୋଅର ବର୍ଥରେ ଥିବା ଯାତ୍ରୀ ଶୋଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି

ତେବେ ଏଥିପାଇଁ ରେଳବାଇର ଏକ ବିଶେଷ ନିୟମ ରହିଛି

ଜଣେ ଯାତ୍ରୀ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ମିଡିଲ୍ ବର୍ଥ ଖୋଲା ରଖିପାରିବେ

ମିଡିଲ ଓ ଅପର ବର୍ଥ ଯାତ୍ରୀ ରାତି ୧୦ଟା ପରେ ଲୋଅର ସିଟ୍ ଉପରେ ବସିପାରିବେ ନାହିଁ

ଏଭଳି ପରିସ୍ଥିତିରେ ଆପଣ ଟିଟି ମାଧ୍ୟମରେ ଟିକେଟ୍ ମଧ୍ୟ ଯାଞ୍ଚ କରାଇପାରିବେ

ଆହୁରି ମଧ୍ୟ TTE ରାତି ୧୦ ଟାରୁ ସକାଳ ୬ଟା ମଧ୍ୟ ଟିକେଟ୍ ଯାଞ୍ଚ କରିପାରିବେ ନାହିଁ