କିଏ ଏହି ଜୋନିତା ଗାନ୍ଧୀ? ଯାହାଙ୍କ ପରଫରମାନ୍ସରେ ଝୁମିଥିଲେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ଦର୍ଶକ

May 29, 2023, 11:24 PM IST

Jagdish Barik

ଆଇପିଏଲ ୨୦୨୩ ଫାଇନାଲ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ଖେଳାଯାଇଥିଲା

ଏହି ସମୟରେ ଗାୟିକା ଜୋନିତା ଗାନ୍ଧୀ ନିଜର ଚମତ୍କାର ସ୍ୱରରେ ଦର୍ଶକଙ୍କ ମନୋରଂଜନ କରିଥିଲେ

ଜୋନିତା ଗାନ୍ଧୀ ଆଇପିଏଲର ମିଡ ଶୋ’ରେ ମଧ୍ୟ ପରଫରମାନ୍ସ କରିଥିଲେ

ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି

ଗାୟିକା ଜୋନିତା ଗାନ୍ଧୀ ଆଇପିଏଲ ଫାଇନାଲରେ ନିଜ ଗୀତରେ ସମସ୍ତଙ୍କ ମନ ମୋହିଥିଲେ

ଜୋନିତା ଗାନ୍ଧୀ ଏକ ଅନଲାଇନ୍ ସେନ୍ସେସ୍ ଯିଏ ସୁଫି, ବଲିଉଡ୍, ପପ୍ ଓ ସଫ୍ଟ ରକ୍ ପରି ୧୦ ରୁ ଅଧିକ ଭାଷାରେ ଗୀତ ଗାଇଥାନ୍ତି

ଗାୟକ ଜୋନିତା ଗାନ୍ଧୀ ୟୁଟ୍ୟୁବ୍ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ

ଜୋନିତା ଗାନ୍ଧୀ ଶାହରୁଖ ଖାନଙ୍କ 'ଚେନ୍ନାଇ ଏକ୍ସପ୍ରେସ' ସହିତ ଫିଲ୍ମରେ ଗୀତ ଗାଇବା ଆରମ୍ଭ କରିଥିଲେ

ଜୋନିତା 'ହାଇୱେ'ରେ ଆର୍ ରହମାନଙ୍କ ସହ ବଲିଉଡରେ ନିଜର ସବୁଠାରୁ ବଡ ସୁଯୋଗ ପାଇଥିଲେ

ଜୋନିତା ଗାନ୍ଧୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ତାଙ୍କର ଇନଷ୍ଟାଗ୍ରାମରେ 2.3 ମିଲିୟନ୍ ଫଲୋର୍ସ ଅଛନ୍ତି