ପୋଲିସ ଡିଜି ଅରୁଣ ଷଡଙ୍ଗୀ ମତଦାନ କରିଛନ୍ତି
ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ବିଷ୍ଣୁପଦ ସେଠୀ ନିଜ ପତ୍ନୀଙ୍କ ସହ ମତଦାନରେ ସାମିଲ ହୋଇଛନ୍ତି
ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ପତ୍ନୀଙ୍କ ସହ ମତଦାନରେ ସାମିଲ ହୋଇଥିଲେ
ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଆଇଏଏସ ଅଫିସର ଭିକେ ପାଣ୍ଡିଆନ ଅଟୋରେ ଆସି ମତଦାନରେ ସାମିଲ ହୋଇଥିଲେ
ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ମତଦାନ କରିଛନ୍ତି
ମୁଖ୍ୟ ଶାସନ ସଚୀବ ପ୍ରଦୀପ ଜେନା ପତ୍ନୀଙ୍କ ସହ ମତଦାନ କରିଛନ୍ତି
ପୋଲିସ କମିଶନର ସଂଜୀବ ପଣ୍ଡା ମତଦାନ କରି ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି
ସତ୍ୟବ୍ରତ ସାହୁ ନିଜ ପତ୍ନୀଙ୍କ ସହ ମତଦାନ କେନ୍ଦ୍ରକୁ ଆସି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଥିଲେ