ହେଲେ କିଏ ସେହି ଜାଗ୍ରତି ଶୁକ୍ଳା, ତାଙ୍କ ବିଷୟରେ ଜାଣନ୍ତି କିଛି ପଏଣ୍ଟରେ ସବୁକିଛି
ମଧ୍ୟପ୍ରଦେଶର ଏକ ଛୋଟ ଗାଁ ଦତ୍ତିଆରେ ଜାଗ୍ରତି ଶୁକ୍ଳା ୧୯୯୩ ମସିହା ଜୁଲାଇ ୨୩ ରେ ଜନ୍ମ
ପ୍ରାଇମେରୀ ଓ ହାୟର ଏଜୁକେସନ ମଧ୍ୟପ୍ରଦେଶର କରିଛନ୍ତି ଜାଗ୍ରତି ଶୁକ୍ଳା
ପରେ ପରେ ସାମ୍ବାଦିକତା କ୍ଷେତ୍ରରେ ଇଟିଭି ମଧ୍ୟପ୍ରଦେଶ ଓ ପରେ ସେ ଜୀ ମିଡିଆରେ କାମ କରିଥିଲେ
ଏହା ପରେ ପରେ JK24X7 News, Lok Sabha TV ରେ କାମ କରିଥିଲେ
ପରେ ପରେ ଜାଗ୍ରତି ଶୁକ୍ଳା ସାମ୍ବାଦିକତା ସହ ଲେଖିକା ମଧ୍ୟ...ଏହା ସହ ସେ ଜଣେ ସିନିୟର ପ୍ରଡ୍ୟୁସର ମଧ୍ୟ
ଏବେକିଛି ଦିନ ତଳେ ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫିକୁ ନେଇ ଏକ ପୁସ୍ତକ ଉନ୍ମୋଚନ ହୋଇଛି ଯାହାକୁ ଜାଗ୍ରତି ଶୁକ୍ଳା ଲେଖିଛନ୍ତି
ଜାଗ୍ରତିଙ୍କ ନିଜସ୍ୱ ମଧ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯେଉଁଥିରେ ସେ ରାଜନୈତିକ କମେଣ୍ଟସ ସହ ନିଜର ରିଭ୍ୟୁ କରନ୍ତି
ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ମୃତ୍ୟୁକୁ ସପୋର୍ଟ କରି କଣ୍ଟ୍ରୋଭର୍ସିକୁ ଆସିଥିଲେ ଜାଗ୍ରତି ଶୁକ୍ଳା