IAS ଅଫିସର୍ ଟିନା ଡାବି, ୨୦୧୫ ମସିହାରେ UPSCର ଟପ୍ପର । ମାତ୍ର ୨୨ ବର୍ଷ ବୟସରେ ଟିନା ଏହି ପରୀକ୍ଷାରେ ସଫଳତା ପାଇଥିଲେ।
IAS ପ୍ରଦୀପ ସିଂ, ୨୦୧୯ର ଟପର ହେଉଛନ୍ତି ପ୍ରଦୀପ। ବର୍ତ୍ତମାନ ସେ ପାଟନା ସ୍ଥିତ ଦାନାପୁର ଜିଲ୍ଲାର ସବ ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟରତ ।
IAS ଅନସାର୍ ଶେଖ୍, ମାତ୍ର ୨୧ ବର୍ଷ ବୟସରେ ଅନସାରେ ୟୁପିଏସି ପରୀକ୍ଷାରେ ସଫଳତା ପାଇଥିଲେ।
IAS ଅନନ୍ୟା ସିଂହ,ସେ ତାଙ୍କ ପ୍ରଥମ ଉଦ୍ୟମରେ ମାତ୍ର ୨୨ ବର୍ଷ ବୟସରେ ୟୁପିଏସିର କୃତକାର୍ଯ୍ୟ ହୋଇଥିଲେ।
IAS ଅକସତ୍ ଜୈନ୍ , ୨୦୧୮ ମସିହାରେ ୨୩ ବର୍ଷରେ ତାଙ୍କୁ ସଫଳତା ମିଳିଥିଲା।
IAS ପ୍ରିୟଙ୍କ କିଶୋର, ୨୨ ବର୍ଷ ବୟସରେ ସେ ୟୁପିଏସିରେ ସଫଳତା ପାଇଥିଲେ।
ଆଇଏଏସ୍ ଦିବ୍ୟା ତନଓ୍ବାର୍, ମାତ୍ର ୨୧ ବର୍ଷ ବୟସରେ ସେ ୟୁପିଏସି ପରୀକ୍ଷାରେ ସଫଳତା ପାଇଥିଲେ।
IAS ଗୌରବ ଗୋଏଲ୍, ୨୦୦୬ ବ୍ୟାଚର କ୍ୟାଡର ଆଇଏଏସ ଅଫିସର । ମାତ୍ର ୨୨ ବର୍ଷରେ ସେ ୟୁପିଏସିରେ ଭଲ ରେଜଲ୍ଟ କରିଥିଲେ।