ଯେତେବେଳେ କି ୬୦ ବର୍ଷରୁ ଉର୍ଦ୍ଧ୍ୱ ଥିବା ଜଣେ ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି
ବ୍ରିଟେନର ଲେବର ପାର୍ଟିର ବରିଷ୍ଠ ନେତାମାନଙ୍କ ମଧ୍ୟରୁ କିର ଷ୍ଟାରମର୍ ଅନ୍ୟତମ
ଷ୍ଟାରମର୍ ଏହା ପୂର୍ବରୁ ମାନବ ଅଧିକାର ଆଇନଜୀବୀ ତଥା ସରକାରୀ ଓକିଲ ଭାବରେ କାମ କରିଛନ୍ତି
ଅଧିକାଂଶ ଆଧୁନିକ ବ୍ରିଟେନର ରାଜନେତାଙ୍କଠାରୁ କିର୍ ଷ୍ଟାରମର୍ ଭିନ୍ନ ଅଟନ୍ତି
ସାଂସଦ ହେବା ପୂର୍ବରୁ ଷ୍ଟାରମରଙ୍କର ଏକ ଦୀର୍ଘ ଓ ପ୍ରତିଷ୍ଠିତ କରିୟର ଥିଲା, ତାଙ୍କର କାର୍ଯ୍ୟକଳାପ ଆଦର୍ଶ ଅପେକ୍ଷା ପ୍ରଗତିବାଦ ଉପରେ ଥିଲା।
ଷ୍ଟାରମର୍ ଜଣେ ବଡ଼ ଫୁଟବଲ୍ ପ୍ରଶଂସକ
ଲେବର ପାର୍ଟି ପ୍ରତିଷ୍ଠାତା କିର ହାର୍ଡିଙ୍କ ନାମରେ ଷ୍ଟାରମରଙ୍କ (କିର ଷ୍ଟାରମର) ନାମକରଣ କରାଯାଇଛି
ଷ୍ଟାରମରଙ୍କୁ ବ୍ୟକ୍ତିଗତ ଭାବରେ ଚତୁର ଓ ତାଙ୍କ ସାଙ୍ଗମାନଙ୍କ ପ୍ରତି ବିଶ୍ୱସ୍ତ ବୋଲି କୁହାଯାଏ
ବର୍ତ୍ତମାନ ଦେଶର ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ କଠିନ ପରିଶ୍ରମ ଓ ବ୍ୟବସ୍ଥିତ ମନ ବ୍ୟବହାର କରିବାକୁ ପଡିବ।