Odisha elections 2024 dates
ଜୋରସୋରରେ ଚାଲିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଚାର
Varsha Priyadarshini: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଅନେକ ସମୟରେ ସେ ଭିଡିଓ ଓ ଫଟୋ ସେୟାର କରିଥାନ୍ତି । ବଡ଼ଚଣାରୁ ବିଧାୟିକା ପ୍ରାର୍ଥୀ ଭାବେ ବିଜେଡିରୁ ଟିକେଟ ପାଇବା ପରେ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘର ଘର ବୁଲି ଜନତାଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କରିଛନ୍ତି।
May 17,2024, 14:52 PM IST
Chardham Yatra
Chardham Yatra Latest Update: ଚାରିଧାମ ଯାତ୍ରାରେ ଅଘଟଣ, ୧୧ ମୃତ
Chardham Yatra Latest Update: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ ହେବାର ୬ଦିନ ବିତିଗଲାଣି। କେଦାରନାଥ, ଗଙ୍ଗୋତ୍ରୀ, ୟମୁନୋତ୍ରୀ ଧାମର ଦ୍ୱାର ମଇ ୧୦ରେ ଖୋଲା ଯାଇଥିବା ବେଳେ ମଇ ୧୨ରେ ଅର୍ଥାତ ଏହାର ୨ ଦିନ ପରେ ବଦ୍ରିନାଥ ଧାମର କପାଟ ଖୋଲାଯାଇଥିଲା, କିନ୍ତୁ ଚଳିତ ଥର ଚାରିଧାମ ଯାତ୍ରାରେ ବିଭିନ୍ନ ପ୍ରକାର ଅସୁବିଧା ଦେଖିବାକୁ ମିଳିଛି।
May 17,2024, 8:54 AM IST
weather report
ଆଜି ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ବିଭାଗ
Weather Report: ରାଜ୍ୟରେ ଆଗକୁ ଆହୁରି ବଢିବ ତାତି। ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ପାଣିପାଗ କେନ୍ଦ୍ର। ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି। ଆଜି ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
May 17,2024, 6:09 AM IST
VK Pandian: ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିପ୍ଳବ ଦେବ, ଦେଖନ୍ତୁ ଏହି ଭିଡିଓ
VK Pandian: କୁଜଙ୍ଗ ବ୍ଲକ ପାଟପୁର ପଞ୍ଚାୟତରେ ବିଜେପି ର ବିଜୟ ସଂକଳ୍ପ ସମାବେଶ ଓ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରାଦ୍ୱୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଙ୍କ ସହିତ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ୍ ଉପସ୍ଥିତ ଥିବା ବେଳେ ବିଭିନ୍ନ ଦଳଛାଡି ବିଜେପି ରେ ଯୋଗଦାନ କରିଥିବା କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଜେପି କୁ ସ୍ୱାଗତ କରିଥିଲେ।
May 16,2024, 15:26 PM IST
Prasanta Jagadev Target BJD: 'ମୁଁ କହିଥିଲି ନା କଳି ଆସିଛି, ଘାଇ ହେଲା, ବନ୍ଧ ଭାଙ୍ଗିଲା'
Prasanta Jagadev: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତରେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ବାଘମାରି ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ।
May 16,2024, 13:26 PM IST
BJP said that BJD Government is totally fail watch this video
Odisha Election: ବିଜେଡି ସମସ୍ତ ଯୋଜନା ରେ ଫେଲ | ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲା ବିଜେପି |ମା କୁ ସମ୍ମାନ ଓ ଗାଁ କୁ କାମ ଦେବାରେ ସମ୍ପୂର୍ଣ ଫେଲ ବିଜେଡି ସରକାର | ଗୋଟିଏ ବି ଯୋଜନା ତାଙ୍କ ର ସଫଳ ହୋଇ ନାହିଁ | ବିଜୁ ଯୁବ ବାହିନୀ ବନ୍ଦ, କାଳିଆ ଯୋଜନା ବନ୍ଦ ଏଭଳି ଅନେକ ଯୋଜନା ବନ୍ଦ ହୋଇ ଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲା ବିଜେପି |
May 15,2024, 15:39 PM IST
babusan mohanty
ଅପରାଜିତାଙ୍କ ସହ ନାତିର ଏହି କ୍ୟୁଟ୍ ଭିଡିଓ ସେୟାର କଲେ ଅଭିନେତା ବାବୁସାନ...
Babusan Mohanty: ଅଭିନେତା ବାବୁସାନ ମହାନ୍ତିଙ୍କୁ ଓଡ଼ିଶାରେ କିଏ ନଜାଣେ। ଅଭିନେତା ହିସାବରେ ଯେତିକି ପରିଚିତ ସେତିକି ପରିଚିତ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ହିସାବରେ ପ୍ରତିଟି ଘରେ ଘରେ ସେ ଏକ ଜଣାଶୁଣା ଚେହେରା । ତେବେ ବାବୁସାନ ନିଜ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଭେଟେରାନ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ସହ ବାବୁସାନଙ୍କ ପୁଅ ଗୁହାନ ମସ୍ତି କରୁଥିବାର ନଜର ଆସିଛନ୍ତି ।
May 14,2024, 17:13 PM IST
odisha election 2024
ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାଶଙ୍କୁ କୋର୍ଟ ଚାଲାଣ
Odisha Election 2024: ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କୁ କୋର୍ଟ ଚାଲାଣ କଲା ଗୋଷାଣୀନୂଆଗାଁ ଥାନା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ଶିବଶଙ୍କରଙ୍କୁ ଜେଲ ପଠାଇଦିଆଯାଇଛି।
May 14,2024, 15:39 PM IST
puri jagannath temple
ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ,
Mangal Alati: କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଭୋର ୩ଟା ୪୫ ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
May 10,2024, 7:26 AM IST
Mo Bus routes
ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ, ଦିନ ୨ଟା ପରେ ଏହି ରୁଟ୍ ପାଇଁ ଯାନବାହାନ ଚଳାଚଳ ବନ୍ଦ
Breaking News: ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ବାଣୀ ବିହାର ଛକ ପର୍ଯ୍ୟନ୍ତ ଏକ ରୋଡ ସୋ ରୋ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
May 10,2024, 6:57 AM IST
ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି
Weather Report: ଅସହ୍ୟ ଖରା,ଗରମରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା। ଦିନରେ ଖରା, ଅପରାହ୍ନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୧୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି ସାଙ୍ଗକୁ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
May 10,2024, 6:01 AM IST
Odisha
3 person arrested in NEET exam cheating at Bhadrak watch this video
ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ରେ ଜାଲିଆତି କରି 3 ଗିରଫ । ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । ଏମିତି ଏକ ନକଲି ପରୀକ୍ଷାର୍ଥୀ ଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନା ଅନୁଯାୟୀ ଭଦ୍ରକ ସହର ର ଏକ ଘରୋଇ ସ୍କୁଲ ରେ ନିଟ ପରୀକ୍ଷା ହେଉଥିବା ବେଳେ ନକଲି ପରୀକ୍ଷାର୍ଥୀ ଙ୍କୁ ଧରିଛି ପୋଲିସ । ମେ ମାସ 5 ତାରିଖ ରେ ନିଟ ପରୀକ୍ଷା ବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସର ଙ୍କୁ ଅଫିସର ଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟ କାର୍ଡ ରେ ନକଲି ପରୀକ୍ଷାର୍ଥୀ ଙ୍କ ଫଟୋ ଥିଲା । କିନ୍ତୁ ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା ।
May 9,2024, 14:00 PM IST
Odisha News: ଯୌନ ନିର୍ଯାତନା ସହିନପାରି ଆତ୍ମସମର୍ପଣ କଲେ ୯ ମାଓବାଦୀ
Odisha News: ୯ ମାଓବାଦୀଙ୍କ ଆତ୍ମସମର୍ପଣ । ୨ ମହିଳା ଓ ୭ ପୁରୁଷ ମାଓବାଦୀ ଆତ୍ମସମର୍ପଣ ସୂଚନା। ସମସ୍ତେ ଛତିଶଗଡ଼ ଦାନ୍ତେୱାଡ଼ ଜିଲ୍ଲାର ଅଂଚଳର। ଏମାନେ କେକେବିଏନ ମାଓ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ହିଂସା ଛାଡି ସମାଜ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ବ୍ରହ୍ମପୁର IG।
May 8,2024, 14:13 PM IST
'ଉଜ୍ବଳା ଉଜ୍ବଳା ହେଉଛନ୍ତି ଉଜ୍ବଳା ଦିଦିଙ୍କୁ ଦେଖି ଲୁଚି ପଳାଉଛନ୍ତି'
Odisha Leection 2024: ଉଜ୍ବଳା ଉଜ୍ବଳା ହେଉଛନ୍ତି ଉଜ୍ବଳା ଦିଦି ଙ୍କୁ ଦେଖି ଲୁଚି ପଳାଉଛନ୍ତି |ଧର୍ମେନ୍ଦ୍ର ଙ୍କୁ ଏଭଳି ଟାର୍ଗେଟ କଲେ ଲେନିନ ମହାନ୍ତି | ସାମ୍ବାଦିକ ସମ୍ମିଳନୀ ରେ ସେ କହିଛନ୍ତି ଯେ ଉଜ୍ଜ୍ଵଳା ମେନ ଭାବରେ ପରିଚିତ ଧର୍ମେନ୍ଦ୍ର ବାବୁ କାହିଁକି ଉଜ୍ଜ୍ଵଳା ଦିଦି ଙ୍କ ସହ କଥା ନ ହୋଇ ଲୁଚି ପଳାଇଗଲେ |ତା ସହ ସେ ଆହୁରି କହିଛନ୍ତି ଯେ ବବି ଦାସ ହେଉଛନ୍ତି ବିଜ୍ଞାନ ଛାତ୍ର ସେ କେବେ କଳା ବିଭାଗ ର ସାର୍ଟିଫିକେଟ ଦେଇନାହାନ୍ତି |ତା ସହ ପ୍ରଣବ ବାବୁ ସଂଗଠନ ଦାୟିତ୍ୱ ନେବାକୁ ପସନ୍ଦ କରନ୍ତି ସେଥିପାଇଁ ରାଜ୍ୟ ର ସାଙ୍ଗଠନିକ ଦାୟିତ୍ୱ ତାଙ୍କୁ ଦିଆଯାଇଛି, କିନ୍ତୁ ଧର୍ମେନ୍ଦ୍ର ବାବୁ ମନ୍ତ୍ରୀ ପଦ ପାଇଁ ହୀନ ରାଜନୀତି କରୁଛନ୍ତି |ସେଥିରୁ ସେ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ଲେନିନ |
May 8,2024, 13:13 PM IST
Odisha Eelction 2024
Odisha Eelction 2024: ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଜାଗୃତି ପଣ୍ଡା
Odisha Eelction 2024: ରୋଚକ ହେଉଛି ପିପିଲି ରାଜନୀତି। ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବୋହୁ ତଥା ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସ୍ତ୍ରୀ ଜାଗୃତି ପଣ୍ଡା। ଚଳିତ ନିର୍ବାଚନରେ ଜାଗୃତି ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଯାଉଛନ୍ତି।
May 7,2024, 18:46 PM IST
Varsha Priyadarshini
ଘର ଘର ବୁଲି ଭୋଟ୍ ମାଗୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଏହି ଭିିଡିଓ..
Varsha Priyadarshini: ବିଜେଡି ତରଫରୁ ବଡ଼ଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍ ମିଳିଛି, ଏ ନେଇ ସେ ବହୁତ୍ ଖୁସି ଥିବା ଦେଖିବାକୁ ମିଳିଛି। ସେ ଘର ଘର ବୁଲି ଲୋକଙ୍କୁ ଭୋଟ୍ ଭିକ୍ଷା କରିଛନ୍ତି।
May 6,2024, 20:13 PM IST
ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବରେ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ
Odisha Election: ସ୍ୱାଧୀନ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ। ଘସିପୁରାରୁ ସେ ପ୍ରାର୍ଥୀ ହେବେ। ବିଜେପିରୁ ଟିକଟ ନମିଳିବା ପରେ ସେ ଏହି କଥା କହିଛନ୍ତି। ଆନନ୍ଦପୁର ନିଜ ଘରେ ଏକ କର୍ମୀ ସମ୍ମିଳନୀରେ ସେ କହିଛନ୍ତି, ବିଜେପି ଲାଗି ସେ ଆଗ୍ରହୀ ନଥିଲେ। ରାଜ୍ୟ ସଭାପତି ଓ ଅନ୍ୟ ନେତାମାନେ ତାଙ୍କୁ ପୁରୁଣା ଦଳକୁ ଫେରି ଆସିବାକୁ ନିବେଦନ କରିଥିଲେ। ଏଥିରେ ସେ ରାଜି ବି ହୋଇଥିଲେ। କିନ୍ତୁ ଶେଷ ସମୟରେ ଦଳ ତାଙ୍କୁ ଟିକଟ ଦେଲା ନାହିଁ। ସେ ଆସନ୍ତା କାଲି କିମ୍ବା ସୋମବାରଦିନ ମନୋନୟନପତ୍ର ଦାଖଲ କରିବେ।
May 4,2024, 9:52 AM IST
: ପତିତପାାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦି
Mangal Alati of Sri Jagannath: କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଭୋର ୫ଟା ୩୦ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
May 4,2024, 8:13 AM IST
ଆଜି ୪ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Weather Report: ୨୪ ଘଣ୍ଟା ବ୍ୟବଧାନରେ ପୁଣି ଥରେ ଉତ୍ତପ୍ତ ସହର ପାଲଟିଛି ଟ୍ୱିନ୍ ସିଟି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଲଗାତାର ୧୮ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ କଲବଲ ହୋଇଗଲେଣି ଲୋକେ। ତେବେ ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତ କରିଛି।
May 4,2024, 6:20 AM IST
'ଶେଷରେ ଜଣେ ତାମିଲ ବାଲାକୁ ଦାୟୀତ୍ୱ ଦେଇ ଆମକୁ ତଳେ ବସେଇଲେ'
Odisha Election 2024: ଶକ୍ତି ଦେଖାଇଲେ ପ୍ରଶାନ୍ତ, ପଞ୍ଚ ପାଇକ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶକ୍ତି ପ୍ରଦର୍ଶନ କଲେ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ।
May 3,2024, 11:00 AM IST
dal price hike
Dal Price Hike: ଚିନ୍ତା ବଢ଼ାଉଛି ହରଡ଼ ଡାଲି ଦର, ଓଡ଼ିଶାରେ କେଜି ପିଛା...
Dal Price Hike: ଡରାଉଛି ଡାଲି ଡର, ଚିନ୍ତାରେ ଖାଉଟି । ଡାଲି ଭିତରେ ସବୁଠୁ ଅଧିକ ଚାହିଦା ଥିବା ହରଡ ଡାଲିର ଦର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି।ଖୋଲାବଜାରରୁ ଏବେ ହରଡ ଡାଲି କିଣିବାକୁ ଡରୁଛନ୍ତି ଗ୍ରାହକ। ଫେବୃଆରୀ ମାସରେ ହରଡ଼ ଡାଲି କିଲୋ ପିଛା ୧୩୦ ଟଙ୍କା ଥିବା ବେଳଏ ଏବେ ଏହା ୧୬୫ଟଙ୍କାରେ ପହଞ୍ଚିଛି।
May 3,2024, 6:38 AM IST
Weather Report: ଆଜି ୧୯ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍
Weather Report: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଗୁରୁବାର ୪୫ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଲଗାତାର ୧୭ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ କଲବଲ ହୋଇଗଲେଣି ଲୋକେ। ତେବେ ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତ କରିଛି।
May 3,2024, 5:55 AM IST
Manmath Routray File Nomination Watch this Video
Manmath Routray File Nomination :ଭୁବନେଶ୍ୱର ଲୋକସଭା ଆସନର ବିଜେଡ଼ି ପ୍ରାର୍ଥୀ ମନ୍ମଥ ରାଉତରାୟ ଜିଲ୍ଲାପାଳ କାର୍ଯ୍ୟାଳୟରେ କଲେ ନାମାଙ୍କନ ପତ୍ର ଦାଖଲ
May 2,2024, 17:26 PM IST
ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର
Dharmendra Pradhan File Nomination: ସମ୍ବଲପୁର ଜିଲ୍ଲାପାଳ ଙ୍କ ଠାରେ ସମ୍ବଲପୁର ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସମର୍ଥିତ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ | ଆଜି ସକାଳୁ ମା ସମଲେଶ୍ୱରୀ ଙ୍କ ଆଶୀର୍ବାଦ ଲାଭ କରିବା ସହ ସେ ଏକ ବିରାଟ ପଟୁଆର ରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ |ସେ ଚାରି ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଆଜି ସମ୍ବଲପୁର ର ଲୋକରଣ୍ୟ କୁ ଦେଖି ଶୀତଲ ଷଷ୍ଠୀ ର ଭ୍ରମ ସୃଷ୍ଟି କରୁଥିବାର ଦେଖିବାକୁ ମିଳିଥିଲା |
May 2,2024, 17:00 PM IST
Odisha Election 2024: ପୁରୀରେ ୪ଜଣ କୋଟିପତି ପ୍ରାର୍ଥୀ, ପ୍ରଥମରେ ଅଛନ୍ତି...
Odisha Election 2024: ପୁରୀରେ ୪ଜଣ କୋଟିପତି ପ୍ରାର୍ଥୀ ବୋଲି ନାମାଙ୍କନ ପତ୍ର ପରେ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସଂଜୟ ଦାସବର୍ମା ସର୍ବାଧିକ ପାଞ୍ଚକୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତିର ମାଲିକ। ତେବେ ସତ୍ଯବାଦୀ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଇଞ୍ଜିନିୟର ସଂଜୟ ଦାସବର୍ମାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲ୍ଯ ପ୍ରାୟ ୫କୋଟି ୩୧ଲକ୍ଷ ୧୭ହଜାର ୫୪୫ଟଙ୍କା ବୋଲି ଜଣାପଡିଛି।
May 2,2024, 14:13 PM IST
ଲେନିନ ମହାନ୍ତି ବର୍ତ୍ତମାନ ଗୁମାସ୍ତା ଏବଂ କ୍ରୀତଦାସ ମୋହରେ ପଡିଯାଇଛନ୍ତି: ବିଜେପି
Bjp Target BJD: ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବର୍ତ୍ତମାନ ବାବୁରାଜ, ଗୁମାସ୍ତା ଏବଂ କ୍ରୀତଦାସ ମୋହରେ ପଡିଯାଇଛନ୍ତି । ସେମାନଙ୍କର ମିଛ ପ୍ରଚାର ଆଗରେ ତାଙ୍କୁ ଆଉ କିଛି ଦେଖାଯାଉନାହିଁ । ଆମ ଦଳର ନେତାମାନେ ବାରମ୍ବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ନେଇ ସବୁ ତଥ୍ୟ ରଖିବା ପରେ ମଧ୍ୟ ଗୁମାସ୍ତାଙ୍କ କଥାରେ ସେ ବାରମ୍ବାର ସବୁ ଜାଣି ଅଜଣା ହେଉଛନ୍ତି । ତେଣୁ ଜଣେ ରାଜନୀତିର ପରିପକ୍ୱତା ଦେଖାଇ ସେ ଅନ୍ଧାରରେ ବାଡି ନବୁଲାଇ ତଥ୍ୟକୁ ପରଖିଲେ ଭଲ ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଡା. ପ୍ରମୋଦ ରଥ ।
May 2,2024, 12:52 PM IST
Pradeep panigrahi critisize vk pandian and naveen pattnaik
Odisha Election 2024: ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ଯଦି, ତାଙ୍କ ବିରୋଧରେ ଆରୋପ ଆସିଛି ତାହେଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ବିରୋଧରେ ବି ଅଭିଯୋଗ ଅଛି।
May 1,2024, 19:13 PM IST
'ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶା ପ୍ରତ୍ୟାଖ୍ୟାନ କରିଥିଲା, ସେ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା
Odisha Election 2024: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶା ପ୍ରତ୍ୟାଖ୍ୟାନ କରିଥିଲା |ସେଥିପାଇଁ ସେ ବିହାର ଓ ମଧ୍ୟପ୍ରଦେଶରୁ ଯାଇ ରାଜ୍ୟସଭା ଯାଇଛନ୍ତି |ସେ ଜଣେ ଭାରି କୁହାଲିଆ ନେତା ବୋଲି ଆଜି ଏକ ପ୍ରେସ ବିବୃତି ରେ କହିଛନ୍ତି ବିଜେଡି ର ବରିଷ୍ଠ ନେତା ଲେନିନ ମହାନ୍ତି |
May 1,2024, 14:00 PM IST
'ବିଜୁ ଜନତା ଦଳରେ ଯୋଗ୍ୟ ନଥିବାରୁ ତାମିଲନାଡ଼ୁରୁ ଭଡ଼ାରେ ନେତା ଆଣିଛି ବିଜେଡି'
Dharmendra Pradhan Target BJD: କଣ ଓଡିଶା ରେ ଲୋକ ନାହାନ୍ତି ଗୁମାସ୍ତା ହାତରେ ଶାସନ ଡୋରି ରହିଛି |ଗୋଟିଏ ତାମିଲ ଗୁମାସ୍ତା ଆମକୁ ଶାସନ କରିବ ଆମେ ଏହାର ଉଚିତ ଜବାବ ଦେବା | ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ଆୟୁଷ୍ମାନ ଯୋଜନା କୁ ମଧ୍ୟ ସାମିଲ କରନ୍ତୁ | ଲୋକେ ବେଶୀ ସୁବିଧା ପାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର |
May 1,2024, 13:52 PM IST
Odisha Election 2024: ବିଜେପି ସରକାର ବିରୁଦ୍ଧରେ ଅପପ୍ରଚାର କରୁଛି BJD: ଗୋଲକ ମହାପାତ୍ର
Odisha Election 2024: ମିଶନ ଶକ୍ତି ଓ BSKY CARD ବିଜେପି ସରକାର ବନ୍ଦ କରିଦେବାକୁ ନେଇ ବିଜେଡ଼ି ଅପପ୍ରଚାର କରୁଥିବା କହିଲେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର।
May 1,2024, 12:13 PM IST
ସାଇବର ଠକାମୀରୁ ରକ୍ଷା ନିମନ୍ତେ ଲୋକଙ୍କୁ ସଚେତନ କରାଇଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ
Cyber Crime: ସାଇବର ଠକାମୀରୁ ରକ୍ଷା ନିମନ୍ତେ ଲୋକଙ୍କୁ ସଚେତନ କରାଇଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।
May 1,2024, 11:26 AM IST
viral dance video
ବୟସରେ ବଗିଚାରେ ଗୀତରେ ନାଚିଲେ ଅଭିନେତ୍ରୀ ଅର୍ଚ୍ଚିତା, ଦେଖନ୍ତୁ ଏହି ଭିଡିଓ..
Viral Video: ଓଡ଼ିଆ ସିନେ ଜଗତର ଖୁବ୍ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଅଭିନୟରେ ତାଙ୍କର ଚୁଲବୁଲି ଅନ୍ଦାଜ, ଡ୍ୟାନ୍ସ ଓ ଅଭିନୟ ପାଇଁ ସେ ଓଡ଼ିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ସେ ସୋସିଆଲ ମିଡିଆର ମଧ୍ୟ ଖୁବ୍ ଆକ୍ଟିଭ୍। ତାଙ୍କ ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ଖୁବ୍ ସୁନ୍ଦର ସୁନ୍ଦର ଭିଡିଓ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଛାଡ଼ିଥାନ୍ତି। ତେବେ ଦେଖନ୍ତୁ ଏହି ଭିଡିଓ।
Apr 30,2024, 14:52 PM IST
ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Mangal Alati of Sri Jagannath: କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଭୋର ୫ଟା ୨୦ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Apr 27,2024, 8:52 AM IST
World Veterinary Day
ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ, ଜାଣନ୍ତୁ ଚଳିତ ବର୍ଷର ଥିମ୍...
World Veterinary Day 2024: ପ୍ରତିବର୍ଷ ଏପ୍ରିଲ ୨୭ରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଏ। ପ୍ରାଣୀ ଚିକିତ୍ସକ ଏବଂ ପ୍ରାଣୀ ଚିକିତ୍ସା ବୃତ୍ତିର ଅବଦାନକୁ ସମ୍ମାନ ଦେବା ଏବଂ ପଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ଗୁରୁତ୍ୱ ବିଷୟରେ ସଚେତନତା ପାଇଁ ଏହି ଦିନ ଉତ୍ସର୍ଗୀକୃତ।
Apr 27,2024, 7:21 AM IST
Mangal Alati of Sri Jagannath: କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଭୋର ୫ଟା ୦୩ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Apr 26,2024, 7:52 AM IST
amit shah
Amit Shah: ନବୀନ ବାବୁଙ୍କ ସରକାରକୁ ହଟାଇ ବିଜେପି ସରକାର ବନାନ୍ତୁ: ଅମିତ୍ ଶାହା
ଗୁରୁବାର ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ପ୍ରଚାରର ବିଗୁଲ ଫୁଙ୍କିଛନ୍ତି ଭାରତୀୟ ରାଜନୀତିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା। ଓଡ଼ିଶାରେ ବିଜୟକ ରଣହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିଲେ ରାଜ୍ୟବାସୀ କେଉଁ ସବୁ ସୁବିଧା-ସୁଯୋଗ ପାଇବେ ସେ ନେଇ ସେ ବିସ୍ତୃତ ଭାବେ କହିଛନ୍ତି। କେବଳ ଏତିକି ନୁହ
Apr 26,2024, 7:21 AM IST
vk pandian
VK Pandian visit Koraput before election watch this video
VK Pandian: କୋରାପୁଟ ଜିଲ୍ଲାର ସେମିଳିଗୁଡା ନିକଟ ବାଙ୍ଗୁରୁଗୁଡ଼ା ଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଭି.କେ.ପାଣ୍ଡିଆନ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କଲେ, ଯୋଜନା ବିଷୟରେ କହିଲେ ଓ ପ୍ରାର୍ଥୀଙ୍କୁ ଜିତାଇବାକୁ କହିଲେ।
Apr 25,2024, 16:52 PM IST
Badminton player Saina Nehwal visited Srimandir Watch this video
Saina Nehwal : ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ ।ମହାପ୍ରଭୁଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି ଏବଂ ଜଗନ୍ନାଥ ଦର୍ଶନ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇଛି ବୋଲି ଖୁବ୍ ଭାବବିହ୍ୱଳ ହୋଇଛନ୍ତି ବୋଲି କହିଛନ୍ତି ସାଇନା। ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ସମୟ ବିତେଇବା ସହ ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଛନ୍ତି ସାଇନା । ମହାପ୍ରଭୁଙ୍କ ଡାକରା ମିଳିଛି ବୋଲି ଆଜି ମାଆଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ ପାଇ ପାରିଛନ୍ତି ବୋଲି ସେ ଖୁବ୍ ଆନନ୍ଦିତ ହୋଇ କହିଛନ୍ତି।
Apr 25,2024, 16:26 PM IST
People Facing Problem for drinking water in keonjhar watch this video
Water Problem in Keonjhar. କଳସୀ ବାଲ୍ଟି ଧରି ଜିଲ୍ଲାପାଳ ଅଫିସ ଘେରାଉ କଲେ ଆଦିବାସୀ ମହିଳା ପାଣି ପାଇଁ ଗରା କଳସୀ ବାଲ୍ଟି ଧରି ଜିଲ୍ଲାପାଳ ଅଫିସ ଘରେଓ କଲେ ଆଦିବାସି ମହିଳା। କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ର ବଡ଼ଖୁମୁଣ୍ଡରା ଗ୍ରାମ ର ଜୁଆଙ୍ଗ ସାହି ରେ ପାଣି ନ ଥହିବାରୁ ଲୋକେ ନାଳ ପାଣି ପିଇ ବିଭିନ୍ନ ରୋଗ ର ଶିକାର ହେଉଛନ୍ତି। ଏହା ସହ ଗ୍ରାମ କୁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ। ଏ ସବୁ ସମସ୍ୟା ନେଇ ଗ୍ରାମ ବହୁ ଜୁଆଙ୍ଗ ମହିଳା ମାନେ କେନ୍ଦୁଝର ଜିଲ୍ଲାପାଳ ଅଫିସ ଆଗରେ ବସିଛନ୍ତି।
Apr 25,2024, 14:39 PM IST
BJD BJP in lungi war
BJD BJP in lungi war Sasmit Patra Demands Apology From Dharmendra Pradhan
BJD BJP in lungi war: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ବଲପୁରୀ ଲୁଙ୍ଗି ପିନ୍ଧି ଯୋଡି ଶଙ୍ଖ ପ୍ରଚାର ଧର୍ମେନ୍ଦ୍ର ଙ୍କୁ ଇର୍ଷାନ୍ୱିତ କରି ଦେଇଛି |ସେଥିପାଇଁ ସେ ବାଉଳି ଚାଉଳି ହେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବିଜେଡି ର ବରିଷ୍ଠ ନେତା ସସ୍ମିତ ପାତ୍ର ଓ ସ୍ୱୟଂ ପ୍ରକାଶ ମହାପାତ୍ର |
Apr 24,2024, 14:13 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.