Advertisement

Netharlands Tourist

alt
ନିଜ ଦେଶକୁ ଫେରିଲେ ଟାକ୍ସି ଚାଳକ ଦ୍ୱାରା ଲୁଟର ଶିକାର ହୋଇଥିବା ନେଦରଲ୍ଯାଣ୍ଡର ୭୨ ବର୍ଷିୟ ବିଦେଶୀ ପର୍ଯ୍ଯଟକ ଆନ୍ଥୋନି ଭ୍ୟାନ ଅର୍କେଲ । ଆଜି ପୁଲିସ ପକ୍ଷରୁ ଟିଆଇ ପରେଡ କରାଯାଇଥିବା ବେଳେ ଆନ୍ଥୋନୀ ଟାକ୍ସି ଡ୍ରାଇଭର ସାଗର ମଲ୍ଲିକକୁ ଚିହ୍ନଟ କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନଥାନା ପୁଲିସ । ତେବେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ବେଳେ ସେମାନେ ଅଭିଯୁକ୍ତ ସାଗର ମଲ୍ଲିକକୁ ରାଜ୍ଯ ବାହାରୁ ଗିରଫ କରି ଆଣିବା ପରେ ଆଜି ତାକୁ ବିଦେଶୀ ପର୍ଯ୍ଯଟକ ଚିହ୍ନିବା ପରେ ଗିରଫ କରାଯାଇଛି । ସେପଟେ ଆନ୍ଥୋନୀଙ୍କର ମାର୍ଚ୍ଚ ୧୫ରେ ତାଙ୍କର ନାଗପୁରରୁ ଫ୍ଲାଇଟ ଥିବାରୁ ଆଜି ଜିଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ ଯେଉଁଥିରେ ପର୍ଯ୍ଯଟନ ଅଧିକାରୀ ଓ କ୍ରୀଡା ଅଧିକାରୀ ଦୁଇଜଣ ଭୁବନେଶ୍ୱରରୁ ନାଗପୁର ଫ
Mar 14,2024, 16:26 PM IST

Trending news