Advertisement

Sabyasachi Mishra

alt
ଦୁର୍ଘଟଣା କେତେ ଭୟଙ୍କର ତାହା କେବଳ ସେଇ ପରିବାର ଜାଣିଛି ଯିଏ ଦୁର୍ଘଟଣାରେ ପଡ଼ିଛି। ହେଲେ ଆମେ ଚାହିଁଲେ ଗୋଟେ ପରିବାରକୁ ଛାରଖାର ହେବାରୁ ବଞ୍ଚାଇପାରିବା। ଆଜି ଭଗବାନ ମତେ ସୁଯୋଗ ଦେଲେ, କାଲି ହୁଏତ ଆଉ କାହାକୁ ଏଇ ସୁଯୋଗ ମିଳିବ। ଜୀବନ ବଞ୍ଚାଇବାର ସେଇ ଦୈବୀ ସୁଯୋଗକୁ କେହି କେବେ ହାତଛଡ଼ା କରିବା ନାହିଁ ସେଇ ବାର୍ତ୍ତା କୁ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କ ପାଖକୁ ପହଞ୍ଚାଇବାକୁ ଚାହୁଁଛି। ଏହି ଭିଡିଓ ଗୁଡ଼ିକ ଦେଖିଲେ ଜଣେ ସହଜରେ ବୁଝିପାରିବ ଦୁର୍ଘଟଣା ସ୍ଥଳ ର ସାହାଯ୍ୟ, ଦୁର୍ଘଟଣା ଘଟିଥିବା ପରିବାର ପାଇଁ କେତେ ଜରୁରୀ। ଏଠାରୁ ଅନୁପ୍ରାଣିତ ହେଇ ଯଦି ଗୋଟେ ବି ଜୀବନ ବଞ୍ଚିଗଲା ତେବେ ମତେ ଲାଗିବ ଏହି ବାର୍ତ୍ତା ଠିକ୍ ଲୋକଙ୍କ ପାଖେ ପହଞ୍ଚିଛି। ଜୟ ଜଗନ୍ନାଥ। ଉତ୍କଳ ଦିବସର ଅଭିନନ୍ଦନ।
Apr 2,2024, 11:52 AM IST
alt
Sep 29,2023, 17:39 PM IST
alt
ଓଡିଶାର ସିନେ ପ୍ରେମୀଙ୍କ ପାଇଁ ଏକ ନୂତନ କାହାଣୀକୁ ନେଇ ଓଡିଆ ଚଳଚିତ୍ର ପୁଷ୍କରା ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ତେବେ ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୁଷ୍କରା ଚଳଚ୍ଚିତ୍ର ଟ୍ରିଜ୍‌ର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମୁକ୍ତିଲାଭ କରିଛି । ରିଲିଜ୍ ପରେ ଚଳଚ୍ଚିତ୍ରକୁ ମହାପ୍ରଭୁଙ୍କ ଉଦେଶ୍ୟରେ ସମର୍ପଣ କରାଯାଇଛି । ଟ୍ରିଜ୍‌ର ରିଲିଜ ସମୟରେ ଚଳଚ୍ଚିତ୍ରର ଅଭିନେତା ସବ୍ୟସାଚ୍ଚି ମହାପାତ୍ର ,ବରିଷ୍ଠ କଳାକାର ଚୈଧୁରୀ ବିକାଶ ଦାସଙ୍କ ସହ ଚଳଚ୍ଚିତ୍ରର ଅଭିନେତ୍ରୀ , ଅନ୍ୟକଳାକାର , ନିର୍ଦେଶକ , ପ୍ରଯୋଜକ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ରର ସଫଳତା କାମନା କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିରର ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପାଟଯୋଶି ମହାପାତ୍ରଙ୍କ ସହ ପୁରୀ ସାତସାହି ଆଖଡାର ମ
Sep 2,2023, 15:04 PM IST
alt
ଓଲିଉଡର ଚକୋଲେଟ ବୟ ତନ୍ମୟ ମହାନ୍ତି ଅର୍ଥାତ୍ ବାବୁସାନ ମହାନ୍ତି । ରିପୋର୍ଟ ଅନୁସାରେ ବାବୁସାନ ଗୋଟିଏ ଫିଲ୍ମ ପିଛା ୧୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ସେହିପରି ଆମ ସମସ୍ତଙ୍କ ଛୋଟ ବେଳର ହିରୋ ସିଦ୍ଧାନ୍ତ ମହାପାତ୍ର। କେବଳ ଯେ ଓଡ଼ିଆ ତାହା ନୁହେଁ ବେଙ୍ଗଲି ଫିଲ୍ମରେ ବି ନିଜର ପରାକାଷ୍ଠା ଦେଖାଇଛନ୍ତି ସିଦ୍ଧାନ୍ତ। ପ୍ରତି ଫିଲ୍ମ ପିଛା ୧୦ ଲକ୍ଷ ଚାର୍ଜ କରୁଥିବା ସିଦ୍ଧାନ୍ତ କିଛି ସିରିଏଲରେ ବି ନଜର ଆସିଥିଲେ। ତେବେ ରିପୋର୍ଟ ଅନୁସାରେ ଫିଲ୍ମ ରଘୁପତି ରାଘବ ରାଜାରାମ ପାଇଁ ସିଦ୍ଧାନ୍ତ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ଓଲିଉଡ ଆକ୍ଟର ସବ୍ୟସାଚୀ ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ପପୁଲାର ଚେହେରା। କୋଭିଡ ୧୯ ସମୟରେ ଅନେକ ସୋସିଆଲ ୱାର୍କ କରି ବେଶ ପ୍ରଂଶସା ସାଉଁଟିଛନ୍ତି ସବ୍ୟସାଚୀ। ରିପୋର୍ଟ ଅନୁସାରେ ପ୍ରତି ଫିଲ୍
Sep 1,2023, 18:57 PM IST
Read More

Trending news