Advertisement

Shani

alt
Shani Jayanti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଶନି ଜୟନ୍ତୀ ପାଳନ କରାଯାଏ। ଏହି ଦିନରେ ଶନି ମହାରାଜଙ୍କୁ ପୂଜା କରାଯାଏ। ଏହି ଦିନ ଶନିଙ୍କୁ ପୂଜା କଲେ ସମସ୍ତ ରୋଗ, ବ୍ୟାଧି ଏବଂ ବାଧାବିଘ୍ନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । ଚଳିତ ବର୍ଷ ଶନି ଜୟନ୍ତୀ ଜୁନ୍ ୬ ତାରିଖରେ ପାଳନ କରାଯିବ। କିନ୍ତୁ ଚଳିତ ଥର ଶନି ଜୟନ୍ତୀରେ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ବୃଷ ରାଶିରେ ବୁଧ, ସୂର୍ଯ୍ୟ, ବୃହସ୍ପତି, ଶୁକ୍ର ଏବଂ ଚନ୍ଦ୍ର ଚଳନ କରିବେ। ଗୋଟିଏ ରାଶିରେ ୫ ଗ୍ରହଙ୍କ ମହା ମିଳନ ପଞ୍ଚଗ୍ରାହୀ ଯୋଗ ସୃଷ୍ଟି କରିବ। ଏହା ବ୍ୟତିତ  ବୁଦ୍ଧଦିତ୍ୟ ଯୋଗ, ଶୁକ୍ରଦିତ୍ୟ ଯୋଗ, ଗଜଲକ୍ଷ୍ମୀ ଯୋଗ ମଧ୍ୟ ଗଠନ ହେବ। । ଯାହାକି କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ....  
May 20,2024, 13:34 PM IST
alt
Astrology : वैदिक ज्योतिष के अनुसार  11 फरवरी 2024 से लेकर 18 मार्च 2024 के दौरान शनि अस्त रहेंगे. इसके बाद उदय हो जाएंगे. इसके अलावा  शनिदेव 29 जून, 2024 से 15 नवंबर, 2024 तक शनि कुंभ राशि में ही वक्री रहेंगे। शनि के इस परिवर्तन से इन राशियों का भाग्य उदय हो सकता है. ज्योतिषाचार्य डॉ अंकित त्यागी के अनुसार कुंडली में शनि की अशुभ दृष्टि पड़ने पर व्यक्ति को जीवन में बहुत से कष्टों का सामना करना पड़ता है. जीवन में अनेकों उतार-चढ़ाव आते हैं, और व्यक्ति हर ओर से समस्याओं से घिर जाता है. लेकिन राशि अनुसार कुछ आसान से इन उपायों से आप नव वर्ष 2024 में शनिदेव को प्रसन्न कर सकते हैं और उनकी अशुभ दृष्टि से मुक्ति पा सकते हैं.
Jan 8,2024, 18:12 PM IST
alt
Nov 24,2023, 11:49 AM IST
Read More

Trending news