Babil Khan:ପୁରସ୍କାର ଜିତି ବାପା ଇରଫାନଙ୍କୁ ଏଭଳି ଶ୍ରଦ୍ଧାଞ୍ଜଳି ଦେଲେ ପୁଅ ବାବିଲ, ମାହୋଲ ହେଲା ଭାବବିହ୍ୱଳ
Advertisement
Article Detail0/zeeodisha/odisha1592709

Babil Khan:ପୁରସ୍କାର ଜିତି ବାପା ଇରଫାନଙ୍କୁ ଏଭଳି ଶ୍ରଦ୍ଧାଞ୍ଜଳି ଦେଲେ ପୁଅ ବାବିଲ, ମାହୋଲ ହେଲା ଭାବବିହ୍ୱଳ

Irrfan Khans son Babil Khanଆଉ ଆମ ଗ୍ରହଣରେ ନାହାଁନ୍ତି ଦିବଂଗତ ଅଭିନେତା ଇରଫାନ ଖାଁ(Irrfan Khan) । ତେବେ ପିତାଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଏଣ୍ଟ୍ରି କରିଛନ୍ତି ପୁଅ ବାବିଲ ଖାଁ(Babil Khan) । ନିକଟରେ ସେ ଫିଲ୍ମ ‘କଲା’ ପାଇଁ ବେଷ୍ଟ ଡ଼େବ୍ୟୁ ଅଫ ଦ ଇୟର (Best Debutant of the year) ଜିତିଥିଲେ, ଏହା ଜିତିବା ପରେ ସେ ପିତା ଇରଫାନ ଖାଁଙ୍କୁ ଏପିରି ଟ୍ରିବ୍ୟୁଟ୍ ଦେଇଥିଲେ ଯାହା ଦେଖି ଫ୍ୟାନ୍ସ ଇମୋସନାଲ ହୋଇଥିଲେ ।

ସୌ(ସୋସିଆଲ ମିଡିଆ)

Babil Khan: ଆଉ ଆମ ଗ୍ରହଣରେ ନାହାଁନ୍ତି ଦିବଂଗତ ଅଭିନେତା ଇରଫାନ ଖାଁନ(Irrfan Khan) । ତାଙ୍କ ଅକାଳ ବିୟୋଗ ବଲିଉଡ଼ରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତେବେ ପିତାଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଏଣ୍ଟ୍ରି କରିଛନ୍ତି ପୁଅ ବାବିଲ ଖାଁନ(Babil Khan) । ନିକଟରେ ସେ ଫିଲ୍ମ ‘କଲା’(Qala) ଜରିଆରେ ସେ ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ଏଥିରେ ବାବିଲଙ୍କୁ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଖାଲି ଦର୍ଶକ କାହିଁକି ବଲିଉଡ଼ରେ ବାବିଲଙ୍କୁ ମଧ୍ଯ ବହୁ ସପୋର୍ଟ ମିଳୁଥିବା ଦେଖିବାକୁ ମିଳିଛି । ନିକଟରେ ବାବଲି ବେଷ୍ଟ ଡ଼େବ୍ୟୁ ଅଫ ଦ ଇୟର (Best Debutant of the year) ଜିତିଥିଲେ, ଏହା ଜିତିବା ପରେ ସେ ପିତା ଇରଫାନ ଖାଁନଙ୍କୁ ଏପିରି ଟ୍ରିବ୍ୟୁଟ ଦେଇଥିଲେ ଯାହା ଦେଖି ଫ୍ୟାନ୍ସ ଇମୋସନାଲ ହୋଇଥିଲେ ।

ପିତାଙ୍କ ପରି ପୁଅ ବାବିଲଙ୍କ ଅଭିନୟକୁ ବେଶ ପସନ୍ଦ କରିଛନ୍ତି ଫ୍ୟାନ୍ସ  । ପ୍ରଥମ ଫିଲ୍ମରେ ତାଙ୍କ ଚମତ୍କାର ଅଭିନୟଙ୍କୁ ଦର୍ଶକ ଖୁବ ପ୍ରସଂଶା କରିଥିଲେ, ଫଳ ସୂରୁପ ବାବିଲଙ୍କୁ ମିଳିଛି ବେଷ୍ଟ ଡ଼େବ୍ୟୁ ଅଫ ଦ ଇୟର ଆୱାର୍ଡ଼ । ପ୍ରକାଶ ଥାଉ କି, ଏହି ଆୱାର୍ଡ଼ ସେରିମନିରେ ପୁଅ ବାବିଲ ପିତା ଇରଫାନଙ୍କ ସୁଟ ପିନ୍ଧିଥିଲେ । ଯାହାକୁ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ ଫ୍ୟାନ୍ସ । କେତେକ ଫ୍ୟାନ୍ସ ତ ତାଙ୍କୁ ଇରଫାନ ଖାଁନ ଅବିକଳ ବୋଲି କହିବାକୁ ପଛେଇ ନଥିଲେ । ବାବିଲ ଏହି ପୁରସ୍କାର ଅଭିନେତା ଶାନ୍ତନୁ ମହେଶ୍ୱରୀଙ୍କ ସହ ବାଣ୍ଟିଥିଲେ। ସାନ୍ତୟ ଲୀଲା ଭନସାଲୀଙ୍କ ଫିଲ୍ମ 'ଗାଙ୍ଗୁବାଇ କାଠିଆୱାଡି'ରେ(Gangubai Kathiawadi) ଶାନ୍ତନୁ ଡେବ୍ୟୁ କରିଥିଲେ। ନିର୍ଦ୍ଦେଶିକା ଅନଭିତା ଦତ୍ତଙ୍କ(Anvita Dutt) ଏହି ଫିଲ୍ମରେ ବାବିଲ ଖାନଙ୍କ ବ୍ୟତୀତ ତିପ୍ତୀ ଡି଼ମରି, ସ୍ବସ୍ତିକା ମୁଖାର୍ଜୀ, ବରୁଣ ଗ୍ରୋଭର, ସନ୍ଦାନନ୍ଦ କିର୍କୀର ମଧ୍ଯ ନଜର ଆସିଥିଲେ । ଏଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ କ୍ୟାମିଓ(Anushka Sharma) ରୋଲ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ(Netflix) ଦେଖିପାରିବେ ।

Also Read-Pushpa 2: ଜନ୍ମଦିନ ଦିନରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇପାରନ୍ତି ଅଲ୍ଲୁ ଅର୍ଜୁନ, ରିଲିଜ ହୋଇପାରେ ପୁଷ୍ପା-୨!

Also Read- 

'କାଲା'ରେ ସଫଳତା ପରେ ବାବିଲଙ୍କୁ ଅଫର ପରେ ଅଫର ମିଳିବାରେ ଲାଗିଛି । ଫରହାନ ଅଖରତଙ୍କ ୱେବ ସିରିଜ ଫ୍ରାଇଡ଼େ ନାଇଟ ପ୍ଲାନରେ ବାବିଲ ନଜର ଆସିବେ । ଖାଲି ଏତିକି ନୁହେଁ ୟଶ ରାଜ ଫିଲ୍ମସର(Yash Raj Films) ପ୍ରଥମ ୱେବ ସିରିଜ ଦ ରେଲୱ ମେନରେ ମଧ୍ଯ ସେ ନଜର ଆସିବେ । ଏହା ଭୋପାଳର ଦୁଖଃଦ ଗ୍ୟାସ ଟ୍ରାଜେଟି ଉପରେ ଆଧାରିତ ।