Saba Azad: ବିବାହ ପୂର୍ବରୁ ଗର୍ଭବତୀ ହେଲେ ହ୍ରିତିକ୍ ଙ୍କ ଗାର୍ଲଫ୍ରେଣ୍ତ ସବା ଆଜାଦ୍ ! ଫ୍ୟାନ୍ସ କହିଲେ...
Advertisement
Article Detail0/zeeodisha/odisha1886729

Saba Azad: ବିବାହ ପୂର୍ବରୁ ଗର୍ଭବତୀ ହେଲେ ହ୍ରିତିକ୍ ଙ୍କ ଗାର୍ଲଫ୍ରେଣ୍ତ ସବା ଆଜାଦ୍ ! ଫ୍ୟାନ୍ସ କହିଲେ...

Saba Azad: ବି-ଟାଉନର ଲବବାର୍ଡ ହେଉଛନ୍ତି ହ୍ରିତିକ୍ ରୋଶନ (Hrithik Roshan) ଓ ତାଙ୍କ ଗାର୍ଲଫ୍ରେଣ୍ତ ସବା ଆଜାଦ୍ (Saba Azad)। ଏହି କ୍ବୁଟ୍ କପଲଙ୍କୁ ବିଭିନ୍ନ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳେ । ତେବେ, ଏହି ଦୁହିଁଙ୍କ ବିବାହ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲୁଥିବା ବେଳ ଏହାରି ଭିତରେ ହ୍ରିତିକ୍ ଙ୍କ ଗାର୍ଲଫ୍ରେଣ୍ତ ସବା ଆଜାଦ୍ ନିଜ ଫ୍ୟାନ୍ସ ମାନଙ୍କୁ ଏକ ଗୁଡ୍ ନ୍ୟୁଜ୍ ଦେବାକୁ ଯାଉଛନ୍ତି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Saba Azad: ବି-ଟାଉନର ଲବବାର୍ଡ ହେଉଛନ୍ତି ହ୍ରିତିକ୍ ରୋଶନ (Hrithik Roshan) ଓ ତାଙ୍କ ଗାର୍ଲଫ୍ରେଣ୍ତ ସବା ଆଜାଦ୍ (Saba Azad)। ଏହି କ୍ବୁଟ୍ କପଲଙ୍କୁ ବିଭିନ୍ନ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳେ । ତେବେ, ଏହି ଦୁହିଁଙ୍କ ବିବାହ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲୁଥିବା ବେଳ ଏହାରି ଭିତରେ ହ୍ରିତିକ୍ ଙ୍କ ଗାର୍ଲଫ୍ରେଣ୍ତ ସବା ଆଜାଦ୍ ନିଜ ଫ୍ୟାନ୍ସ ମାନଙ୍କୁ ଏକ ଗୁଡ୍ ନ୍ୟୁଜ୍ ଦେବାକୁ ଯାଉଛନ୍ତି । ତେବେ, ଆପଣମାନେ ନିଶ୍ଚୟ ଭାବୁଥିବେ ଯେ, ସେ ନିଜ ଫ୍ୟାନ୍ସମାନଙ୍କୁ ନିଜ ବିବାହ ତାରିଖ ଜଣାଇବାକୁ ଚାହୁଁଛନ୍ତି କିନ୍ତୁ ନା । ସବା ମା ହେବାକୁ (Saba Azad Pregnant) ଯାଉଛନ୍ତି , ତାହା ଫୁଣି ବିନା ବିବାହରେ। ଅଭିନେତ୍ରୀ ସବା ଆଜାଦ  ଇନଷ୍ଟାରେ ଏକ ପୋଷ୍ଟ (Instagram Post) କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି ଯେ, ଗାଇନାକ୍ କିଏ (GYNAC) ? (GYNAC) ର ପୋଷ୍ଟ ଦେଖିବା ମାତ୍ରେ ଲୋକମାନେ ସବାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଏପରିକି ସବା ଗର୍ଭବତୀ ଥିବା ନେଇ ଫ୍ୟାନ୍ସମାନେ ତାଙ୍କୁ ପ୍ରଶ୍ନ ପଚାରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଫ୍ୟାନ୍ସମାନେ  ଅନୁମାନ କରୁଛନ୍ତି ଯେ, ସବା ଗର୍ଭବତୀ ରହିଛନ୍ତି । କେବଳ ସେତିକି ନୁହେଁ, ଫ୍ୟାନ୍ସମାନେ ମଧ୍ୟ ହ୍ରିତିକ୍ ରୋଶନଙ୍କୁ ସବା ପ୍ରେଗନେଣ୍ଟ ଥିବା ନେଇ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି। 

 

 
 
 
 

 
 
 
 
 
 
 
 
 
 
 

A post shared by Saba Azad (@sabazad)

 

Also Read: Video: Ramaiya Vastavaiya ଗୀତରେ ଠୁମକା ଲଗାଇଲେ ଅଭିନେତ୍ରୀ ଅର୍ପିତା, ଦେଖନ୍ତୁ ଭିଡି଼ଓ

ସବା ଆଜାଦଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଜଣେ ଫ୍ୟାନ୍ସ କମେଣ୍ଟ କରିଛନ୍ତି  ଯେ 'ଜୁନିଅର ହ୍ରିତିକ୍ ଆସୁଛନ୍ତି କି?' ଏବଂ ଅନ୍ୟ ଜଣେ କହିଛନ୍ତି, ଆଗୁଆ ଅଭିନନ୍ଦନ ' । ତେବେ,  ପ୍ରକୃତରେ ସବା ଗର୍ଭବତୀ ଥିବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି।  ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ହ୍ରିତିକ ରୋଶନଙ୍କ ପ୍ରଥମ ପତ୍ନୀ ସୁଜାନ ଖାନଙ୍କୁ (Actor Hrithik Roshan first wife Sussanne Khan) ଛାଡପତ୍ର ଦେବା ପରେ ଅଭିନେତା ହ୍ରିତିକ ରୋଶନ ସବା ଆଜାଦଙ୍କୁ ଡେଟ କରୁଛନ୍ତି।  ସବା ଏବଂ ହ୍ରିତିକ ବହୁ ବର୍ଷ ଧରି ଏକାଠି ରହିଛନ୍ତି  ।  ଉଭୟଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବାକୁ ମିଳେ।  ଏତଦ୍‌ବ୍ୟତୀତ, ହ୍ରିତିକ ଅନେକ ସମୟରେ ସବାଙ୍କ ସହ ତାଙ୍କର ଫଟୋ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରନ୍ତି । 

ସବା ଆଜାଦ କିଏ?
ସବା ଆଜାଦ ଜଣେ ଅଭିନେତ୍ରୀ ।  ୨୦୦୮ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଦିଲ୍ କବାଡି' ମାଧ୍ୟମରେ ସବା ବଲିଉଡରେ ଡେବ୍ୟୁ କରିଥିଲେ। କେବଳ ଏତିକି ନୁହେଁ ହ୍ରିତିକଙ୍କ ଗର୍ଲଫ୍ରେଣ୍ଡ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ଜଣେ ଭଲ ମଡେଲ୍ ମଧ୍ୟ  ଅଟନ୍ତି।  ଯଦି ଆମେ ତାଙ୍କ ସମ୍ପତ୍ତି ବିଷୟରେ କହିବା ,ତେବେ, ସବାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ (Saba Azad Net Worth)  ୫ରୁ ୭ କୋଟି ମଧ୍ୟରେ ହେବ।