Advertisement
Photo Details/zeeodisha/odisha2231658
photoDetails0hindi

Odisha Election: ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ

ନାମାଙ୍କନ ଦାଖଲ କଲେ ବିଜେଡି  ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ଭୁବନେଶ୍ୱର(Bhubaneswar) ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ । 

1/5

ଭୁବନେଶ୍ୱର ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 

2/5

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନ୍ମଥ ନାମାଙ୍କନ ଭରିଛନ୍ତି । 

3/5

 ଶ୍ରୀ ଲିଙ୍ଗରାଜଙ୍କଠାରେ ପ୍ରାର୍ଥନା କରିବା ପରେ ସେ ଠିକଣା ସମୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଛନ୍ତି।

4/5

ହାତରେ ଶଙ୍ଖ ଧରି ଶଗଡ଼ ଗାଡ଼ିରେ ଯାଇ ନାମାଙ୍କନ ଭରିଛନ୍ତି ମନ୍ମଥ ରାଉତରାୟ

5/5

ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ସୁରଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଥିବାରୁ ଖୁବ୍ ଖୁସି ଅଛନ୍ତି ସୁର ରାଉତରାୟ।