Advertisement
Photo Details/zeeodisha/odisha1886401
photoDetails0hindi

Parineeti Raghav Wedding Pics: ସାମ୍ନାକୁ ଆସିଲା ବିବାହ ସମୟର ଫଟୋ, ନଜର ପକାନ୍ତୁ...

Parineeti Raghav Wedding Pics: ଅଭିନେତ୍ରୀ ପରିଣୀତି ଚେପ୍ରା ଓ ସାଂସଦ ରାଘବ ଚଡ଼୍ଡାଙ୍କ (Parineeti-Raghav Wedding)ବିବାହ ଶେଷ ହୋଇଛି । ବିବାହ ସମୟର କିଛି ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି । ନଜର ପକାନ୍ତୁ ଏହି ଖୁସିଭରା ମୂହୁର୍ତ୍ତର କିଛି ଫଟୋ ଉପରେ... 

1/5

ରବିବାର ରାଜସ୍ଥାନ ଉଦୟପୁର ଲୀଲା ପ୍ୟାଲେସରେ (Udaipur Leela Palace) ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟଙ୍କ ପରିବାର ସହସ୍ୟ ସହ ଘନିଷ୍ଠ ବନ୍ଧୁବାନ୍ଧବ ବି ଯୋଗ ଦେଇଥିଲେ ।

 

2/5

ପଞ୍ଜାବୀ ରୀତିନୀତି ଅନୁସାରେ ସେମାନଙ୍କ ବାହାଘର ହୋଇଥିବା ବୋଲି ଜଣାପଡିଛି। 

 

3/5

ଏଥିରେ ବହୁ ରାଜନେତା ଯଥା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind kejriwal) ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ (Bhagwat Man singh) ଓ ବଲିଉଡ଼ ଷ୍ଟାର ଯୋଗ ଦେଇଥିଲେ । 

 

4/5

ଶନିବାର ଦିନ ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିଲା

 

5/5

ଚଳିତ ବର୍ଷ ମେଁ  ୧୩ ତାରିଖରେ  ଦିଲ୍ଲୀ କପୁରଥାଲା ହାଉସରେ ରାଘବ ଓ ପରିଣିତିଙ୍କ ନିର୍ବନ୍ଧ ହୋଇଥିଲା । ରାଘବଙ୍କ ଏହି ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ ତାଙ୍କ ପତ୍ନୀ ଗୁରପ୍ରୀତ କୌର ସାମିଲ ହୋଇଥିଲେ । ପରିଣିତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା, କପିଲ ସିବଲଙ୍କ ଭଳି ନେତା ମଧ୍ୟ ଏହି ନିର୍ବନ୍ଧରେ ସାମିଲ ହୋଇଥିଲେ ।