IND vs ENG Live: ଦ୍ୱିତୀୟ ସେମିଫାଇନାଲରେ ଭାରତର ଲଜ୍ଜାଜନକ ପରାଜୟ
Advertisement
Article Detail0/zeeodisha/odisha1434337

IND vs ENG Live: ଦ୍ୱିତୀୟ ସେମିଫାଇନାଲରେ ଭାରତର ଲଜ୍ଜାଜନକ ପରାଜୟ

IND vs ENG: ଆଡିଲେଡରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।

ସୌ: ସୋସିଆଲ ମିଡିଆ
LIVE Blog

India vs England T20 world cup live score 2022: ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଏକପାଖିଆ ଭାବେ ମ୍ୟାଚକୁ ଜିତିନେଇଛି । ଏହି ମ୍ୟାଚରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି । ରବିବାର ଦିନ ଇଂଲଣ୍ଡ ପାକିସ୍ତାନ ସହିତ ଫାଇନାଲରେ ମୁହାଁମୁହିଁ ହେବେ । ପ୍ରଥମେ ବ୍ୟାଟିଂ କରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଯୋଗୁଁ ଭାରତ ୧୬୮ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୨୪ ଟି ବଲ ବାକି ଥାଇ କୌଣସି ୱିକେଟ୍ ନ ହରାଇ ମ୍ୟାଚକୁ ଜିତିନେଇଛି ।

10 November 2022
16:27 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 170/0 (16 ତମ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 80 (49 ବଲ୍)
ଆଲେକ୍ସ ହେଲେକ୍ସ: 86 (47 ବଲ୍)

ବୋଲର (ମହମ୍ମଦ ଶାମି)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ: 1
ଷଷ୍ଠ ବଲ : 6

10 ୱିକେଟରେ ଜିତିଲା ଟିମ୍ ଇଂଲଣ୍ଡ 

16:25 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 156/0 (15 ତମ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 71 (45 ବଲ୍)
ଆଲେକ୍ସ ହେଲେକ୍ସ: 81 (45 ବଲ୍)

ବୋଲର (ଅକ୍ଷର ପଟେଲ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ: 0
ଷଷ୍ଠ ବଲ : 0

16:19 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 154/0 (14 ତମ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 70 (43 ବଲ୍)
ଆଲେକ୍ସ ହେଲେକ୍ସ: 80 (41 ବଲ୍)

ବୋଲର (ମହମ୍ମଦ ଶାମି)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ: 6
ଷଷ୍ଠ ବଲ : 4

16:15 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 140/0 (ତ୍ରୟୋଦଶ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 56 (37 ବଲ୍)
ଆଲେକ୍ସ ହେଲେକ୍ସ: 80 (41 ବଲ୍)

ବୋଲର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 1
ତୃତୀୟ ବଲ : 3
ଚତୁର୍ଥ ବଲ : 4
ପଞ୍ଚମ ବଲ: 6
ଷଷ୍ଠ ବଲ : 1

16:12 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 123/0 (ଦ୍ୱାଦଶ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 42 (32 ବଲ୍)
ଆଲେକ୍ସ ହେଲେକ୍ସ: 77 (40 ବଲ୍)

ବୋଲର (ଆର ଅଶ୍ୱିନି)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ: 6
ଷଷ୍ଠ ବଲ : 4

16:07 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 108/0 (ଏକାଦଶ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 38 (29 ବଲ୍)
ଆଲେକ୍ସ ହେଲେକ୍ସ: 66 (37 ବଲ୍)

ବୋଲର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 2
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1

15:57 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 98/0 (ଦଶମ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 37 (28 ବଲ୍)
ଆଲେକ୍ସ ହେଲେକ୍ସ: 57 (32 ବଲ୍)

ବୋଲର (ଅର୍ଶଦୀପ ସିଂ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: 1
ଷଷ୍ଠ ବଲ : 1

15:53 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 91/0 (ନବମ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 36 (25 ବଲ୍)
ଆଲେକ୍ସ ହେଲେକ୍ସ: 51 (29 ବଲ୍)

ବୋଲର (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 2
ପଞ୍ଚମ ବଲ: 0
ଷଷ୍ଠ ବଲ : 0

15:50 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 84/0 (ଅଷ୍ଟମ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 30 (20 ବଲ୍)
ଆଲେକ୍ସ ହେଲେକ୍ସ: 50 (28 ବଲ୍)

ବୋଲର (ଅକ୍ଷର ପଟେଲ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1

15:44 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 75/0 (ସପ୍ତମ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 39 (19 ବଲ୍)
ଆଲେକ୍ସ ହେଲେକ୍ସ: 42 (23 ବଲ୍)

ବୋଲର (ଆର ଅଶ୍ୱିନି)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : WD
ଅତିରିକ୍ତ ବଲ: 1
ଚତୁର୍ଥ ବଲ : 1
ପଞ୍ଚମ ବଲ: 6
ଷଷ୍ଠ ବଲ : 1

15:41 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 63/0 (ଷଷ୍ଠ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 28 (17 ବଲ୍)
ଆଲେକ୍ସ ହେଲେକ୍ସ: 33 (19 ବଲ୍)

ବୋଲର (ଅକ୍ଷର ପଟେଲ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 6
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ: 0
ଷଷ୍ଠ ବଲ : 6

15:36 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 52/0 (ପଞ୍ଚମ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 26 (16 ବଲ୍)
ଆଲେକ୍ସ ହେଲେକ୍ସ: 24 (14 ବଲ୍)

ବୋଲର (ମହମ୍ମଦ ଶାମି)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: 4
ଷଷ୍ଠ ବଲ : 1

15:34 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 41/0 (ଚତୁର୍ଥ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 24 (14 ବଲ୍)
ଆଲେକ୍ସ ହେଲେକ୍ସ: 16 (10 ବଲ୍)

ବୋଲର (ଅକ୍ଷର ପଟେଲ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1

15:30 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 33/0 (ତୃତୀୟ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 18 (11 ବଲ୍)
ଆଲେକ୍ସ ହେଲେକ୍ସ: 13 (7 ବଲ୍)

ବୋଲର (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ: 6
ଷଷ୍ଠ ବଲ : 2

15:23 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 21/0 (ଦ୍ୱିତୀୟ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 17 (10 ବଲ୍)
ଆଲେକ୍ସ ହେଲେକ୍ସ: 2 (2 ବଲ୍)

ବୋଲର (ଅର୍ଶଦୀପ ସିଂ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : WD
ଅତିରିକ୍ତ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: 1
ଷଷ୍ଠ ବଲ : 1

15:10 PM

ଟିମ୍ ଇଂଲଣ୍ଡ ସ୍କୋରକାର୍ଡ: 13/0 (ପ୍ରଥମ ଓଭର)

ବ୍ୟାଟସମ୍ୟାନ:
ଜୋସ ବଟଲର: 12 (6 ବଲ୍)
ଆଲେକ୍ସ ହେଲେକ୍ସ: 0 (0 ବଲ୍)

ବୋଲର (ଭୁବନେଶ୍ୱର କୁମାର)
ପ୍ରଥମ ବଲ : WD
ଅତିରିକ୍ତ ବଲ: 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ: 0
ଷଷ୍ଠ ବଲ : 4

15:08 PM

ପ୍ରଥମ ଇନିଂସ ସମାପ୍ତ, ଇଂଲଣ୍ତକୁ ୧୬୯ ରନର ବିଜୟ ଲକ୍ଷ୍ୟ ଦେଲା ଟିମ୍ ଇଣ୍ଡିଆ

14:59 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 168/6 (20 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 63 (33 ବଲ୍)
ଆର ଅଶ୍ୱନି: 0 (0 ବଲ୍)

ବୋଲର (କ୍ରିସ୍ ଜୋର୍ଡାନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : W
ଚତୁର୍ଥ ବଲ : 6
ପଞ୍ଚମ ବଲ: 4
ଷଷ୍ଠ ବଲ : W (ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ 63(33) [4s-4 6s-5])

14:52 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 156/4 (19 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 52 (29 ବଲ୍)
ଋଷଭ ପନ୍ତ: 5 (2 ବଲ୍)

ବୋଲର (ସାମ୍ କରନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ: 6
ଷଷ୍ଠ ବଲ : 4

14:46 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 136/4 (18 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 37 (25 ବଲ୍)
ଋଷଭ ପନ୍ତ: 0 (0 ବଲ୍)

ବୋଲର (କ୍ରିସ୍ ଜୋର୍ଡାନ୍)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 2
ଷଷ୍ଠ ବଲ : W (ବିରାଟ କୋହଲି ଆଉଟ 50(40) [4s-4 6s-1])

14:41 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 121/3 (17 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 24 (21 ବଲ୍)
ବିରାଟ କୋହଲି: 48 (38 ବଲ୍)

ବୋଲର (ସାମ୍ କରନ୍)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 2
ତୃତୀୟ ବଲ : 0
ଚତୁର୍ଥ ବଲ : 2
ପଞ୍ଚମ ବଲ: 0
ଷଷ୍ଠ ବଲ : 1

14:34 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 110/3 (16 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 13 (15 ବଲ୍)
ବିରାଟ କୋହଲି: 48 (38 ବଲ୍)

ବୋଲର (କ୍ରିସ୍ ଜୋର୍ଡାନ୍)
ପ୍ରଥମ ବଲ : WD
ଅତିରିକ୍ତ ବଲ: 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ: 2
ଷଷ୍ଠ ବଲ : 1

14:30 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 100/3 (15 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 9 (12 ବଲ୍)
ବିରାଟ କୋହଲି: 43 (35 ବଲ୍)

ବୋଲର (ଲିଆମ୍ ଲିଭିଙ୍ଗଷ୍ଟୋନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 0
ଷଷ୍ଠ ବଲ : 4

14:25 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 90/3 (ଚତୃଦଶ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 4 (9 ବଲ୍)
ବିରାଟ କୋହଲି: 32 (38 ବଲ୍)

ବୋଲର (କ୍ରିସ୍ ୱାକସ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ: WD
ଅତିରିକ୍ତ ବଲ: 1
ଷଷ୍ଠ ବଲ : 1

14:23 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 80/3 (ତ୍ରୟୋଦଶ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 2 (7 ବଲ୍)
ବିରାଟ କୋହଲି: 31 (28 ବଲ୍)

ବୋଲର (ଲିଆମ୍ ଲିଭିଙ୍ଗଷ୍ଟୋନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 0

14:18 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 77/3 (ଦ୍ୱାଦଶ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 1 (3 ବଲ୍)
ବିରାଟ କୋହଲି: 29 (26 ବଲ୍)

ବୋଲର (ଆଦିଲ ରସିଦ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : W (ସୂର୍ଯ୍ୟକୁମାର ଯାଦବ ଆଉଟ 14(10) [4s-1 6s-1])
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: 1
ଷଷ୍ଠ ବଲ : 1

14:11 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 74/2 (ଏକାଦଶ ଓଭର)

ବ୍ୟାଟସମ୍ୟାନ:
ସୂର୍ଯ୍ୟକୁମାର ଯାଦବ: 14 (9 ବଲ୍)
ବିରାଟ କୋହଲି: 27 (24 ବଲ୍)

ବୋଲର (ବେନ୍ ଷ୍ଟୋକ୍ସ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ: 6
ଷଷ୍ଠ ବଲ : 4

14:09 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 62/2 (ଦଶମ ଓଭର)

ବ୍ୟାଟସମ୍ୟାନ:
ସୂର୍ଯ୍ୟକୁମାର ଯାଦବ: 3 (4 ବଲ୍)
ବିରାଟ କୋହଲି: 26 (23 ବଲ୍)

ବୋଲର (ଆଦିଲ ରସିଦ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 0
ପଞ୍ଚମ ବଲ: 1
ଷଷ୍ଠ ବଲ : 1

14:02 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 57/2 (ନବମ ଓଭର)

ବ୍ୟାଟସମ୍ୟାନ:
ସୂର୍ଯ୍ୟକୁମାର ଯାଦବ: 1 (1 ବଲ୍)
ବିରାଟ କୋହଲି: 23 (20 ବଲ୍)

ବୋଲର (କ୍ରିସ୍ ଜୋର୍ଡାନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ: (ରୋହିତ ଶର୍ମା ଆଉଟ 27(28) [4s-4])
ଷଷ୍ଠ ବଲ : 0

13:59 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 51/1 (ଅଷ୍ଟମ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 23 (24 ବଲ୍)
ବିରାଟ କୋହଲି: 22 (19 ବଲ୍)

ବୋଲର (ଆଦିଲ ରସିଦ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1

13:56 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 46/1 (ସପ୍ତମ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 21 (21 ବଲ୍)
ବିରାଟ କୋହଲି: 19 (16 ବଲ୍)

ବୋଲର (ଲିଆମ୍ ଲିଭିଙ୍ଗଷ୍ଟୋନ୍)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 4
ଚତୁର୍ଥ ବଲ : 2
ପଞ୍ଚମ ବଲ: 1
ଷଷ୍ଠ ବଲ : 0

13:53 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 38/1 (ଷଷ୍ଠ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 20 (18 ବଲ୍)
ବିରାଟ କୋହଲି: 12 (13 ବଲ୍)

ବୋଲର (ଆଦିଲ ରସିଦ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ: 1
ଷଷ୍ଠ ବଲ : 1

13:48 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 31/1 (ପଞ୍ଚମ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 14 (13 ବଲ୍)
ବିରାଟ କୋହଲି: 11 (12 ବଲ୍)

ବୋଲର (ସାମ୍ କରନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ: 0
ଷଷ୍ଠ ବଲ : 0

13:44 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 21/1 (ଚତୃର୍ଥ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 5 (10 ବଲ୍)
ବିରାଟ କୋହଲି: 10 (9 ବଲ୍)

ବୋଲର (କ୍ରିସ୍ ୱେକସ୍)
ପ୍ରଥମ ବଲ : 6
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : wd
ଅତିରିକ୍ତ ବଲ: 1
ଷଷ୍ଠ ବଲ : 0

13:40 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 11/1 (ତୃତୀୟ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 4 (7 ବଲ୍)
ବିରାଟ କୋହଲି: 2 (5 ବଲ୍)

ବୋଲର (ସାମ୍ କରନ୍)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

13:34 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 10/1 (ଦ୍ୱିତୀୟ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 4 (5 ବଲ୍)
ବିରାଟ କୋହଲି: 1 (2 ବଲ୍)

ବୋଲର (କ୍ରିସ୍ ୱେକସ୍)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 2
ତୃତୀୟ ବଲ : 1
ଚତୁର୍ଥ ବଲ : W (କେ ଏଲ ରାହୁଲ ଆଉଟ  5(5) [4s-1])
ପଞ୍ଚମ ବଲ : 0
ଷଷ୍ଠ ବଲ : 1

13:26 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 06/00 (ପ୍ରଥମ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 1 (2 ବଲ୍)
କେଏଲ ରାହୁଲ: 5 (4 ବଲ୍)

ବୋଲର (ବେନ୍ ଷ୍ଟୋକ୍ସ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

13:13 PM

ଇଂଲଣ୍ଡ ଦଳରେ ଆଜି ଦୁଇଟି ପରିବର୍ତ୍ତନ ହୋଇଛି । ଡେଭିଡ୍ ମାଲାନ୍ ଓ ମାର୍କ ୱୁଡ଼ ଆଘାତ ଥିବା ଯୋଗୁଁ ତାଙ୍କ ସ୍ଥାନରେ ଫିଲିପ୍ ସଲ୍ଟ ଓ କ୍ରିସ୍ ଜୋର୍ଡାନଙ୍କୁ ସ୍ଥାନ ମିଳିଛି ।

13:11 PM

ଇଂଲଣ୍ଡ ପ୍ଲେଇଂ ଇଲେଭେନ:

ଜୋସ୍ ବଟଲର୍, ଆଲେକ୍ସ ହେଲ୍ସ, ଫିଲିପ୍ ସଲ୍ଟ, ବେନ୍ ଷ୍ଟୋକ୍ସ, ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଏନ୍ ଅଲି, ସାମ୍ କରନ୍, କ୍ରିସ୍ ଜୋର୍ଡାନ୍, କ୍ରିସ୍ ୱୁକସ୍, ଆଦିଲ୍ ରସିଦ୍

13:05 PM

ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ:
କେଏଲ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ

12:33 PM

ଟସ୍ ଜିତି ବୋଲିଂ ନିଷ୍ପତି ନେଲା ଇଂଲଣ୍ଡ ଟିମ୍, ପ୍ରଥମେ ବ୍ୟାଟିଂ କରିବ ଭାରତ

 

12:32 PM

ନମସ୍କାର!
ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚର ସମସ୍ତ ଲାଇଭ ଅପଡେଟ୍ ଦେବୁ । ମ୍ୟାଚ୍ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇବାକୁ ଆମ ସହିତ ଯୋଡ଼ି ରୁହନ୍ତୁ ।