Agni-5ର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha2151881

Agni-5ର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Agni-5 missile: ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ମିଳିଛି ନୂଆ ସଫଳତା । ଅଗ୍ନି ୫ର ସଫଳ ପରୀକ୍ଷଣ କରାଯିବା ପରେ ଓଡ଼ିଶାର ଡିଆରଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, Proud of our DRDO scientists for Mission Divyastra, the first flight test of indigenously developed Agni-5 missile with Multiple Independently Targetable Re-entry Vehicle (MIRV) technology.

Post- 

ସୂଚନାଯୋଗ୍ୟ, ବାଲେଶ୍ୱର ସ୍ଥିତ ଅବଦୁଲ କଲାମ ପରୀକ୍ଷଣ କେନ୍ଦ୍ର ନିକଟରେ ଅଗ୍ନି ୫ର ପରୀକ୍ଷଣ କରାଯାଇଥିଲା । ଏହି ମିସାଇଲଟି ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ୍‌ ଭାବେ ଜଣାଯାଏ । ଏହି ମିସାଇଲ୍ ୫ ହଜାର କିମି ପର୍ଯ୍ୟନ୍ତ ଶତ୍ରୁକୁ ଟାର୍ଗେଟ୍ କରିପାରିବ । କହିବାକୁ ଗଲେ ଏହି ମିଶାଇଲ୍ ଶତୃ ଦେଶର ଯେକୌଣସି ସ୍ଥାନରେ ତାଣ୍ଡବ ରଚିପାରିବ । ଏଥିରେ  ୧.୫ ଟନ ଓଜନର ଅଣୁ/ପରମାଣୁ ଯୁଦ୍ଧାସ୍ତ୍ର ବହନ କରିହେବ ।  ୨୦୦୮ ମସିହାରୁ ଡିଆର୍‌ଡିଓ ଅଗ୍ନି-୫ ଉପରେ ରିସର୍ଚ କରିବା ଆରମ୍ଭ କରିଥିଲା ।

Also Read- ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Also Read- ଅଯୋଧ୍ୟା ହୋଇପାରେ ୟୁପିର ରାଜଧାନୀ- ଗୋବିନ୍ଦ ଦେବ ଗିରି