9th National Human Rights Conclave: ଜାତୀୟ ପୁରସ୍କାର ପାଇଲେ ୨ ଓଡ଼ିଆ ଉଦ୍ୟୋଗୀ
Advertisement
Article Detail0/zeeodisha/odisha2119511

9th National Human Rights Conclave: ଜାତୀୟ ପୁରସ୍କାର ପାଇଲେ ୨ ଓଡ଼ିଆ ଉଦ୍ୟୋଗୀ

9th National Human Rights Conclave: ଭୁବନେଶ୍ୱରର ସଚ୍ଚିକାନ୍ତ ଜେନାଙ୍କୁ ଭାରତୀୟ ସେବା ରତ୍ନ ପୁରସ୍କାର (Bharatiya Seva Ratna Award)  ପ୍ରଦାନ କରାଯାଇଛି । ଏଥିସହ ଲଞ୍ଚ ସ୍କୋୟାର ପ୍ରତିଷ୍ଠାତା ବୃନ୍ଦାବନ ମିଶ୍ରଙ୍କୁ ଯୁବ ଉଦ୍ୟୋଗୀ ପୁରସ୍କାର (Young Entrepreneur Award 2024) ପ୍ରଦାନ କରାଯାଇଛି ।

9th National Human Rights Conclave: ଜାତୀୟ ପୁରସ୍କାର ପାଇଲେ ୨ ଓଡ଼ିଆ ଉଦ୍ୟୋଗୀ

9th National Human Rights Conclave: ନୂଆଦିଲ୍ଲୀ ସ୍ଥିତ ଗାନ୍ଧୀ ଶାନ୍ତି ଫାଉଣ୍ଡେସନରେ ଏକ ଜାତୀୟ ସ୍ତରର ଆଲୋଚନାଚକ୍ର (ନବମ ଜାତୀୟ ମାନବଧିକାର କନକ୍ଲେଭ୍) ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସଚ୍ଚିକାନ୍ତ ଜେନାଙ୍କୁ ଭାରତୀୟ ସେବା ରତ୍ନ ପୁରସ୍କାର (Bharatiya Seva Ratna Award)  ପ୍ରଦାନ କରାଯାଇଛି । ଏଥିସହ ଲଞ୍ଚ ସ୍କୋୟାର ପ୍ରତିଷ୍ଠାତା ବୃନ୍ଦାବନ ମିଶ୍ରଙ୍କୁ ଯୁବ ଉଦ୍ୟୋଗୀ ପୁରସ୍କାର (Young Entrepreneur Award 2024) ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ୍ କିରଣ ବେଦୀ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଦୂରଦର୍ଶନର ବରିଷ୍ଠ ସମ୍ପାଦକ ଡ ଓପି ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Also Read- Garlic Price: ମାଲାମାଲ୍ ହେଲେ ରସୁଣ ଚାଷୀ, ଦର ବୃଦ୍ଧି କାରଣରୁ କ୍ଷେତରେ ଲଗାଇଲେ CCTV

Also Read- Budh Gochar 2024: ଫେବୃଆରୀ ୨୦ ବିଶେଷ ଦିନ, କୁମ୍ଭରେ ବୁଧ ଚଳନ ପ୍ରଭାବରେ ୩ ରାଶି ହେବେ ଧନୀ !