BSNL Recharge Plan: ଦିନକୁ ମାତ୍ର ୭ଟଙ୍କାରେ ପାଆନ୍ତୁ ୨୫୫ ଜିବି ଡାଟା, ଜାଣନ୍ତୁ କିପରି...
Advertisement
Article Detail0/zeeodisha/odisha2132779

BSNL Recharge Plan: ଦିନକୁ ମାତ୍ର ୭ଟଙ୍କାରେ ପାଆନ୍ତୁ ୨୫୫ ଜିବି ଡାଟା, ଜାଣନ୍ତୁ କିପରି...

BSNL Recharge Plan: ଆପଣଙ୍କୁ ସେମଧ୍ୟରେ ଏକ ଭଲ ପ୍ଲାନ୍ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣ ଲାଭବାନ ହେବେ । ୮୪ ଦିନର ବୈଧ୍ୟତା ସହିତ ମାତ୍ର ୫୯୯ରେ ଆପଣଙ୍କୁ ଏକ ଭଲ ଲାଭ ମିଳିବ ।

BSNL Recharge Plan: ଦିନକୁ ମାତ୍ର ୭ଟଙ୍କାରେ ପାଆନ୍ତୁ ୨୫୫ ଜିବି ଡାଟା, ଜାଣନ୍ତୁ କିପରି...

BSNL Recharge Plan: ଆମ ଦେଶରେ ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା (ବିଏସ୍ଏନ୍ଏଲ୍) ଗ୍ରାହକଙ୍କ ପାଇଁ ବିଭିନ୍ନ ଶସ୍ତା ରିଚାର୍ଜ ପ୍ଲାନ୍ ଉପଲବ୍ଧ କରାଇଛି । ଆପଣଙ୍କୁ ସେମଧ୍ୟରେ ଏକ ଭଲ ପ୍ଲାନ୍ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣ ଲାଭବାନ ହେବେ । ୮୪ ଦିନର ବୈଧ୍ୟତା ସହିତ ମାତ୍ର ୫୯୯ରେ ଆପଣଙ୍କୁ ଏକ ଭଲ ଲାଭ ମିଳିବ ।

BSNL 599 ରିଚାର୍ଜ ପ୍ଲାନ୍
ଏହି ଜବରଦସ୍ତ ରିଚାର୍ଜ ପ୍ଲାନରେ ଆପଣ ଦୈନିକ ମାତ୍ର ୭ ଟଙ୍କା ଖର୍ଚ୍ଚରେ ୨୫୫ GB ଡାଟା ପାଇପାରିବେ । ଏହି ପ୍ଲାନର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହା ୮୪ ଦିନର ବୈଧ୍ୟତା ସହ ରହିଥାଏ ।

ବିଏସ୍ଏନ୍ଏଲ୍ ୫୯୯ ଟଙ୍କା ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି (3 GB) ଡାଟା ପ୍ରଦାନ କରାଯାଇଥାଏ । ସାମଗ୍ରିକ ଭାବରେ ଏହି ଡାଟା ପ୍ଲାନ୍ ହେଉଛି ୨୫୫ GB । ଏହା ସହିତ ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୧୦୦ SMS ୮୪ ଦିନର ବୈଧତା ସହ ମିଳିଥାଏ । ଏଥିସହିତ ଆପଣଙ୍କୁ ବିଏସ୍ଏନ୍ଏଲ୍ ୫୯୯ ପ୍ଲାନରେ ବହୁତ ଭଲ ସୁବିଧା ଦିଆଯାଉଛି । ଯେଉଁ ଗ୍ରାହକମାନେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରନ୍ତି ଏବଂ ଦିନରାତି ଫୋନ୍ ବ୍ୟବହାର କରିବା ଆବଶ୍ୟକ କରନ୍ତି, ସେମାନଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଲାଭଦାୟକ । ଏହି ପ୍ଲାନରେ ଆପଣଙ୍କୁ 3GB ଡାଟା ପ୍ରତିଦିନ ମିଳିବ । ଏହା BSNL ର ସର୍ବୋତ୍ତମ ଅଫର ମଧ୍ୟରୁ ଗୋଟାଏ ।

Also Read- ଗର୍ଭ ଯନ୍ତ୍ରଣାରେ ରାସ୍ତାକଡରେ ଛଟପଟ ହେଉଥିଲେ ମହିଳା, ଜଣେ ନର୍ସଙ୍କ ଦୃଷ୍ଟି ପଡିବା ପରେ...

Also Read- Guru-Shukra Gochar 2024: ଗଜଲକ୍ଷ୍ମୀ ରାଜଯୋଗ ପ୍ରଭାବରୁ ୩ ରାଶିକୁ ବଡ଼ ଲାଭ