Advertisement
Videos Details/odisha/zeeodisha2196796
Video ThumbnailPlay icon

First Election Of India: କେମିତି ଥିଲା ଆମ ଦେଶରେ ହୋଇଥିବା ପ୍ରଥମ ମତଦାନର ଦିନ? କେତେ ହୋଇଥିଲା ଖର୍ଚ୍ଚ

ଦୁନିଆର ସବୁଠାର ଗଣତାନ୍ତ୍ରିକ ଦେଶ ଭାବେ ଭାରତକୁ ବିବେଚନା କରାଯାଏ । ଆଉ ଏଠାରେ ୨୫ ଅକ୍ଟୋବରକୁ ବହୁତ ଖାସ୍ ବୋଲି ମନାଯାଏ। କାରଣ ୧୯୫୧ ଅକ୍ଟୋବର ୨୫ ରେ ଦେଶରେ ପ୍ରଥମ ଲୋକସଭା ନିର୍ବାଚନ ର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହା ୪ ମାସ ଧରି ଲାଗିରହିଥିଲା। ଏହାର ଅର୍ଥ ୨୧ ଫେବୃଆରି ୧୯୫୨ ମସିହାରେ ଏହାର ପ୍ରକ୍ରିୟା ଶେଷ ହୋଇଥିଲା। ସେତେବେଳେ ଦେଶରେ ମୋଚ ଜନସଂଖ୍ୟା ଥିଲା ୩୪ କୋଟି । ଆଉ ସେଥିମଧ୍ୟରୁ ମତଦାତାଙ୍କ ସଂଖ୍ୟା ଥିଲା ୧୭ କୋଟି। ସେତେବେଳେ ବ୍ରିଟିଶ ମାନେ ବି ଏକଥା କହିଥିଲେ ଯେ, ଭାରତରେ ଲୋକତନ୍ତ୍ରକୁ ସମ୍ଭାଳିବାର କ୍ଷମତା ନାହିଁ। ହେଲେ ଏହାକୁ ଭୁଲ ସାବ୍ୟସ୍ତ କରିଥିଲେ ଆମ ଜନତା । ପ୍ରଥମ ମତଦାନ ପାଇଁ ଧନୀ ଠୁ ଗରିବ ସମସ୍ତେ ଏକାଠି ହୋଇଥିଲେ। ଲୋକସଭା ନିର୍ବାଚନ ଶେଷ ପରେ ଭାରତ ଲୋକତାନ୍ତ୍ରିକ ଦେଶ ଭାବେ ପୂରା ବିଶ୍ୱରେ ନିଜକୁ ପ୍ରମାଣିତ କରିଥିଲା। ୧୯୪୭ ଅଗଷ୍ଟ ୧୫ ରେ ଦେଶ ସ୍ୱାଧୀନ ପରେ ୨୬ ଜାନୁଆରୀ ୧୯୫୦ ରେ ଭାରତ ଗଣତନ୍ତ୍ର ଭାବେ ବିବେଚିତ ହୋଇଥିଲା। ଏହାପରେ ୧୯୫୧ ରେ ପ୍ରଥମ ଭୋଟ ଦେଇଥିଲା ଭାରତ । ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଥୀରେ ଆରମ୍ଭ ହୋଇଥିଲା।

ଏସି ବ୍ଲାଷ୍ଟ ପରେ ହୁତୁହୁତୁ ହୋଇ ଜଳିଲା Sheenbag Okhla ଅଞ୍ଚଳର ଏକ ହୋଟେଲ
Play icon00:51
VK Pandian: କର୍ମୀଙ୍କ ଘା'ରେ ଲୁଣ ମାରିଲେ ନବୀନ, କହିଲେ ପାଣ୍ଡିଆନ କରିଛନ୍ତି Excellent କାମ
Play icon03:23
Naveen Patnaik: 'ସତ୍ତାରେ ନରହିଲେ ବି ମୋ ସାଢେ ୪ କୋଟି ପରିବାରଙ୍କ ସେବା କରିବି'
Play icon00:53
Puri Temple: ରେଜଲ୍ଟ ଘୋଷଣା ପରେ ପୁରୀରେ ନବନିର୍ବାଚିତ ବିଧାୟକଙ୍କ ଗହଳି
Play icon07:35
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
ଆରମ୍ଭ ହେଲା ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ, କ୍ଲାସିକ୍ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼
Play icon01:39
Pinky Pradhan: ପାଣ୍ଡିଆନଙ୍କୁ ଚାଲିଛି ଜୋରଦାର ଖୋଜା, ପିଙ୍କି ଲେଖିଲେ 'Kahan Ho Tum'
Play icon00:31
PM Modi: 'ପ୍ରଭୁ ଜଗନ୍ନାଥଙ୍କ ନାମ ନେଲେ ସବୁବେଳେ ଲାଗେ ୟେ ହେଉଛନ୍ତି ଗରିବଙ୍କ ଦେବତା'
Play icon03:04
Elephant Movement: ମୟୂରଭଞ୍ଜ କରଞ୍ଜିଆରେ ଜନବସତିକୁ ମାଡ଼ିଆସିଲେ ୨୭ ଟିକିଆ ହାତୀପଲ
Play icon01:06
Chirah Paswan: ଷ୍ଟେଜ ଉପରେ ମୋଦୀଙ୍କୁ କୁଣ୍ଢାଇ ପକେଇଲେ ଚିରାଗ ପାଶୱାନ
Play icon00:57
Prashant Jagdev: ଅନ୍ତରୀଣ ଜାମିନ୍ ପାଇଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
Play icon01:02
Sitalsasthi Patarpendi: ଶେଷ ହୋଇଛି ବାଲୁଙ୍କେଶ୍ୱର ବାବା ଙ୍କର କନ୍ୟା ଅନ୍ବେଷଣ ବା ପତରପେଣ୍ଡି ଉତ୍ସବ
Play icon06:44
NDA Meeting: ମୋଦୀ NDA ସଂସଦୀୟ ଦଳ ନେତା ନିର୍ବାଚିତ, ପ୍ରସ୍ତାବ ରଖିଥିଲେ ରାଜନାଥ
Play icon18:09
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:43
VK Pandian in Delhi: ଦିଲ୍ଲୀ ଗସ୍ତରେ ଅଛନ୍ତି ଭିକେ ପାଣ୍ଡିଆନ୍: ସସ୍ମିତ ପାତ୍ର
Play icon01:01
Actress Rani Panda: ନୂଆ ଲୁକରେ ନଜର ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା, ଦେଖନ୍ତୁ ଏହି ଭିଡିଓ
Play icon00:47
BSKY:  ରାଜ୍ୟରେ ବିଏସ୍‌କେୱାଇ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟସେବା ପ୍ରଦାନ ସମ୍ବନ୍ଧରେ ମୁଖ୍ଯ ଶାସନ ସଚିବଙ୍କ ସ୍ପଷ୍ଟୀକରଣ, ଦେଖନ୍ତୁ ଏହି  ଭିଡିଓ।
Play icon03:22
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:43
Geetanjali Routray: ଦାମ ରାଉତରାୟଙ୍କ ବୋହୂଙ୍କୁ ହରାଇ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ
Play icon02:18
Banaklagi Niti:  ଆଜି ସାଢେ଼ ତିନି ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ, ଦେଖନ୍ତୁ ଏହି ଭିଡିଓ
Play icon04:09
BJP Thanks to People : ଐତିହାସିକ ବିଜୟ ପରେ ସମସ୍ତଙ୍କୁ ଧନ୍ୟବାଦ ଦେଲା ବିଜେପି
Play icon02:12
Amarendra Das: ବିଜୟ ଦିଗରେ ଜଗତସିଂହପୁରର ବିଜେପି ପ୍ରାର୍ଥୀ ଅମରେନ୍ଦ୍ର
Play icon01:49
Babu Singh: ଏକାମ୍ର ଭୁବନେଶ୍ୱରରେ ପରାଜୟ ବରଣ କଲେ ମନ୍ତ୍ରୀ ଅଶୋକ ପଣ୍ଡା, ବିଜେପିର ବାବୁ ସିଂ ବିଜୟୀ
Play icon01:01
BJP Celebration: ଗେରୁଆ ମୟ ହେଉଛି ଓଡ଼ିଶା, ବିଜେପି ଅଫିସରେ ସେଲିବ୍ରେସନ
Play icon01:00
Golak Mohapatra: ଓଡ଼ିଶାର ମୋଦି ଲହର, କାମ ଦେଲା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ରାଲି
Play icon01:51
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:43
CEC Meeting: ବିଶ୍ୱ ରେକର୍ଡ କଲେ ମହିଳା ଭୋଟର, କୃତଜ୍ଞତା ଜଣାଇଲେ CEC
Play icon00:56
Doctor Kidnapped: ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଅମ୍ଳାନ କୁମାର ଭୋଇ ଅପହରଣ
Play icon00:55
Sura Routray: ସୁରଙ୍କ ଭବିଷ୍ୟବାଣୀ, ଓଡ଼ିଶାରେ ବିଜେଡି ପାଇବ ୯୮ଟି ସିଟ୍...ବିଜେପି ପାଇବ?
Play icon03:21
Cyclone Remal: ନିର୍ବାଚନ ସରିବା ସଙ୍ଗେ ସଙ୍ଗେ ରେମାଲ ବାତ୍ୟା ନେଇ ପିଏମଙ୍କ ଉଚ୍ଚସ୍ତରୀୟ ମିଟିଂ
Play icon00:59