Advertisement

Maha Bisuba Sankranti: ମହାବିଷୁବ ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଶହଶହ ଗୋପାଳଭକ୍ତଙ୍କ ଜଳଲାଗି

ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁ ପିତଳ କଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ପଣାଭୋଗ, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ପରେ ଗୋପାଳଭକ୍ତମାନେ ଧାଡିରେ ଯାଇ ସେବାୟତଙ୍କ ଦ୍ବାରା ଜଳଲାଗି କରିଥିଲେ। ଏହି ଶୀତଳ ଉପଚାର ନୀତି ଏକମାସ ଧରି ପୀଠରେ ଅନୁଷ୍ଠିତ ହେବ। ପ୍ରତି ସୋମବାର ସହସ୍ରାଧିକ ଗୋପାଳଭକ୍ତ ଜଳାଭିଷେକ କରିବା ସହ ମାନସିକଧାରୀ ଭକ୍ତ ବାବାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ।
 Maha Bisuba Sankranti: ମହାବିଷୁବ ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଶହଶହ ଗୋପାଳଭକ୍ତଙ୍କ ଜଳଲାଗି
Play icon02:04
Rohit Pujari: ରେଢ଼ାଖୋଲରୁ ପୁଣି ଲଢିବେ ରୋହିତ ପୂଜାରୀ, ସମଲେଶ୍ୱରୀଙ୍କ ନେଲେ ଆଶିଷ
Play icon01:45
Sand Art: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ଓଡି଼ଆ ନବବର୍ଷ, ବାଲୁକାକଳା ଜରିଆରେ ଶୁଭେଚ୍ଛା
Play icon01:20
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ...
Play icon02:54
Prasanna Acharya: ଟିକେଟ ମିଳିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରସନ୍ନଙ୍କୁ ବିରୋଧ
Play icon05:59
Samalei Temple: ସମଲେଶ୍ୱରୀ ମନ୍ଦିର ପରିସରରେ ପାନ ଗୁଟଖା ସିଗାରେଟ ସହ ମାଦକ ଦ୍ରବ୍ୟ ବ୍ୟାନ୍
Play icon04:46
Odia Film:  ଜୀ ସାର୍ଥକର ଫିଲ୍ମ ପ୍ରୋମୋସନ କଲେ ଅଭିନେତା ଅଭିନେତ୍ରୀ
Play icon06:57
Lekhasri At Srimandira: ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ
Play icon00:49
Odisha bjp: ଆଖଣ୍ଡଳମଣି ମନ୍ଦିର ବେଢାରେ ସେବାୟତଙ୍କୁ BJP ଦଳର କିଛି ଲୋକଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ
Play icon00:44
Raseswari Panigrahi: ରାସେଶ୍ୱରୀ ଙ୍କୁ ସମ୍ବଲପୁର ବିଧାୟିକା ଟିକେଟ ଦେବା ପାଇଁ ଜୋର ଧରୁଛି ଦାବି
Play icon03:25
Srimandir: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ଭିଡିଓ
Play icon02:53
First Election Of India: ଦେଶର ପ୍ରଥମ ମତଦାନ ବେଳେ କିଏ ଥିଲେ ମୁଖ୍ୟ ପୁରୋଧା? କିଏ ଥିଲେ ପ୍ରଥମ ଷ୍ଟାର ପ୍ରଚାରକ
Play icon01:55
Sumit Singh: ୧୨ ଘଣ୍ଟା ଲଗାତାର ଟ୍ରେଡମିଲ୍ ରେ ଦୌଡ଼ି ଗିନିଜ୍ ରେକର୍ଡ କଲେ ରାଉରକେଲା ର ସୁମିତ୍ ସିଂ
Play icon06:44
Sambalpur News: ପ୍ରଥମଥର ନିର୍ବାଚନ ଲଢୁଥିବା ବେଳେ କଣ ରହିବ ସୁଦର୍ଶନଙ୍କ ରଣନୀତି
Play icon05:57
Chaiti Parab: ମା ତାରିଣୀଙ୍କ ଚଇତି ପର୍ବର ତୃତୀୟ ଦିନ, ଜମୁଛି ଭକ୍ତଙ୍କ ଭିଡ଼
Play icon01:05
ପୁଣି ଫଶିଲେ ପ୍ରଶାନ୍ତ ଜଗଦ୍ଦେବ, ଅପରାଜିତାଙ୍କ ପ୍ରଚାର ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ
Play icon01:24
Gitanjali Routray: ଦାମଙ୍କ ବୋହୂଙ୍କୁ ଟିକେଟ ମିଳିବା ପରେ ପାରାଦୀପରେ ଉତ୍ସବର ମାହୋଲ
Play icon05:12
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ଭିଡିଓ
Play icon03:16
Swiggy ଡେଲିଭରି ବୟ ପାର୍ସଲ ଦେବା ପରେ ଚୋରି କରିନେଲେ ଜୋତା, ଦେଖନ୍ତୁ ଭିଡିଓ
Play icon02:18
VK Pandian At Puri: ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ 5t ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ
Play icon01:07
Dharmendra Pradhan: ଖଟିଆରେ ବୁହା ହେଲେ ରୋଗୀ, ବିକାଶ କେଉଁଠି ବୋଲି ପ୍ରଶ୍ନ କରିଲେ ଧର୍ମେନ୍ଦ୍ର
Play icon04:43
First Election Of India: କେମିତି ଥିଲା ଆମ ଦେଶରେ ହୋଇଥିବା ପ୍ରଥମ ମତଦାନର ଦିନ? କେତେ ହୋଇଥିଲା ଖର୍ଚ୍ଚ
Play icon02:39
Hanuman Jayanti: ହନୁମାନ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ରାଲି କୁ ନାଁ
Play icon02:51
Tarini Temple: କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ୮୮ ତମ ଚଇତି ପର୍ବ ଆରମ୍ଭ
Play icon06:50
Jual VS Dilip: ସୁନ୍ଦରଗଡ଼ ମହା ଲଢେଇ...ଜୁଏଲ ଙ୍କୁ ଜବାବ ଦେଲେ ଦିଲ୍ଲୀପ ତିର୍କୀ
Play icon01:30
Sura Routray: 'ମୋ ପୁଅ ୧୫୦ ଦେଶ ବୁଲି ନାଁ କରିଛି ଏବେ ଜିତିକି ନାଁ କରିବ'
Play icon01:49
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:55
Road Accident: ପାରାଦୀପ ଜିରୋପଏଣ୍ଟ ପାଲିଟିଛି ମରଣଯନ୍ତା, ଦୁଇଦିନରେ ଗଲାଣି ୨ ଜୀବନ
Play icon00:55
Congress Candidate List: 'ଆମେ ସରକାର କରିବୁ, ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ'
Play icon02:47
Sura Routray: 'ପୁଅ ମନ୍ମଥକୁ ଜିତାଇବାକୁ ଜନତାଙ୍କୁ ନିବେଦନ କରିବେ ସୁର ରାଉତରାୟ'
Play icon02:07