Bus Accident: କେନ୍ଦୁଝର ଘାଟିରେ ଦୁର୍ଘଟଣା, ଓଲଟିଲା ଯାତ୍ରୀବାହୀ ବସ୍
Advertisement
Article Detail0/zeeodisha/odisha2247049

Bus Accident: କେନ୍ଦୁଝର ଘାଟିରେ ଦୁର୍ଘଟଣା, ଓଲଟିଲା ଯାତ୍ରୀବାହୀ ବସ୍

କେନ୍ଦୁଝରରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଘରୋଇ ବସ୍ ମା ଓଲଟି ପଡିବାରୁ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

Bus Accident: କେନ୍ଦୁଝର ଘାଟିରେ ଦୁର୍ଘଟଣା, ଓଲଟିଲା ଯାତ୍ରୀବାହୀ ବସ୍

Bus Accident: କେନ୍ଦୁଝରରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଘରୋଇ ବସ୍ ମା ଓଲଟି ପଡିବାରୁ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ବସଟି ରାଉରକେଲା ଅଭିମୁଖେ ଯାଉଥିବା ସମୟରେ କୁସୁମ ଘାଟି ପରେ ରହିଥିବା ବୁଲାଣିରେ ଓଲିଟି ପଡିଥିଲା । କିଛି ଆହତଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସମୟରେ କିଛି ଜଣଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି । ବ୍ରେକ୍ ଫେଲ୍ କାରଣରୁ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି । ୨ଜଣ ଯାତ୍ରୀଙ୍କ ଅବସ୍ଥା ଅଧିକ ଗୁରତର ରହିଛି ।

Also Read- Rashifal 14 May 2024: ମଇ ୧୪ରେ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ, ପଢନ୍ତୁ ରାଶିଫଳ

Also Read- Lok Sabha elections: ଅପରାହ୍ମ ୫ଟା ସୁଦ୍ଧା ୬୨ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ