ଆଜି ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଦେଲେ ଆଶ୍ଵାସନା ଓ ଭରସା

Jul 15, 2024, 04:41 PM IST

Narmada Behera

ରାଜ୍ୟରେ ବିଜେପି ସରକାର ଆସିବା ଦିନ ଠାରୁ ପ୍ରତି ସୋମବାର ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି।

ଏହି କ୍ରମରେ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଆଜି କେବଳ ମୁଖ୍ୟମନ୍ତ୍ରୀ ନୁହେଁ  ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ  ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ବି ଉପସ୍ଥିତ ଥିଲେ। 

ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣାଣୀ କରିଛନ୍ତି।

ଏନେଇ ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା।

ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣାଣୀ କରିଛନ୍ତି।

ଅଭିଯୋଗ ଶୁଣାଣୀରେ ଭିନ୍ନକ୍ଷମ, ବୃଦ୍ଧଙ୍କ ସହ ଅନେକ ଲୋକେ ମଧ୍ୟ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା

ଗୋଟି ଗୋଟି କରି  ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାର ଆଶ୍ବସନା ମଧ୍ୟ ଦେଇଛନ୍ତି।